ଓଡିଶାସ୍ୱାସ୍ଥ୍ୟଝାଡାବାନ୍ତିରେ ଜଣେ ମହିଳା ମୃତ , ୯ଜଣ ଆକ୍ରାନ୍ତmahabharatanewsOctober 7, 2022 by mahabharatanewsOctober 7, 20220183 ସୋର : ଝାଡାବାନ୍ତିରେ ଆକ୍ରାନ୍ତ ଗ୍ରାମବାସୀ। ଏ ଘଟଣା ଘଟିଛି ବାଲେଶ୍ୱର ଜିଲା ଖଇରା ବ୍ଲକ ଅନ୍ତର୍ଗତ ନାକପଦା ଗାଁରେ । ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ...