ପୌର ନିର୍ବାଚନ ସଜବାଜ: ସମୁଦାୟ ୧୭୩୭ ୱାର୍ଡରେ ହେବ ନିର୍ବାଚନ, କାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର
ଭୁବନେଶ୍ୱର: ସମସ୍ତ ପୌରାଞ୍ଚଳ ମାନଙ୍କରେ ଆଗକୁ ହେବାକୁ ଥିବା ପୌର ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ କମିସନରଙ୍କ ପ୍ରେସମିଟ୍ । ପୌର ନିର୍ବାଚନ ନିମନ୍ତେ ଆସନ୍ତା ୨୪ ତାରିଖ ସକାଳ ୮ଟାରୁ ସଂଧ୍ୟା ୫ଟା...