ଓଡିଶାରାଜନୀତିଆଜି ପୌର ନିର୍ବାଚନ ପ୍ରଚାରର ଶେଷ ଦିନmahabharatanewsMarch 22, 2022 by mahabharatanewsMarch 22, 20220161 ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନର ଉସ୍ମତା ନ ସରୁଣୁ ଆରମ୍ଭ ହୋଇଗଲା ପୌର ନିର୍ବାଚନ । ୨୪ ତାରିଖରେ ରାଜ୍ୟରେ ୧୦୬ଟି ଏନ୍ଏସି /ମୁନିସପାଲଟି ସହ ୩ଟି ମହାନଗର ନିଗମରେ ହେବାକୁ ଯାଉଛି ନିର୍ବାଚନ ।...