ବର୍ଷେ ପୂର୍ବେ ୱାୟନାଡ ବିପର୍ଯ୍ୟୟର ପୂର୍ବାନୁମାନ କରିଥିଲେ ଛାତ୍ରୀ, ସତ ହେଲା ଭବିଷ୍ୟବାଣୀ
ୱାୟନାଡ : ସତ ହେଲା ଛାତ୍ରୀଙ୍କ ଭବିଷ୍ୟବାଣୀ । କେରଳର ୱାୟନାଡ ଜିଲ୍ଲାରେ ଘଟିଥିବା ଭୟଙ୍କର ଭୂସ୍ଖଳନକୁ ନେଇ ଜଣେ ଛାତ୍ରୀ ଏକ ବର୍ଷ ପୂର୍ବରୁ ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ...
