ଭାରତଦିଲ୍ଲୀ ଏୟାରପୋର୍ଟରେ ଜୀବନ୍ତ ଗୁଳି ଓ ବନ୍ଧୁକ ସହ ମହିଳା ଗିରଫmahabharatanewsJuly 2, 2023 by mahabharatanewsJuly 2, 20230127 ନୂଆଦିଲ୍ଲୀ: ଦିଲ୍ଲୀ ଏୟାରପୋର୍ଟରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୨୨ଟି ଜୀବନ୍ତ ଗୁଳି ଓ ଏକ ଖାଲି ବନ୍ଧୁକ ଜବତ କରାଯାଇଛି । ଏହି ମହିଳାଙ୍କ ନାମ ଯଶୀ ସିଂହ...