ମନୋରଞ୍ଜନ

ନିର୍ବନ୍ଧ ଭାଙ୍ଗିବା ଘଟଣାରେ ମୁହଁ ଖୋଲିଲେ ଅଭିନେତା ସର୍ବାନନ୍ଦ

(ମୁମ୍ବାଇ) : ନିର୍ବନ୍ଧ ପରେ ଟଲିଉଡର ମୋଷ୍ଟ ଏଲିଜିବଲ ବ୍ୟାଚେଲର ସର୍ବାନନ୍ଦ ଚଳିତ ବର୍ଷ ଆମେରିକାର ସ‌ଫ୍ଟଓୟାର ଇଞ୍ଜିନିୟର ରକସିତା ରେଡ୍ଡୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି କୁହାଯାଉଥିଲା। ହେଲେ ଏବେ ଦୁହିଁଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ଚର୍ଚ୍ଚା ହେଉଛି। ତେବେ ଏନେଇ ମୁହଁ ଖୋଲିଲେ ସର୍ବାନନ୍ଦ ।

ତେବେ ସର୍ବାନନ୍ଦଙ୍କ ଟିମ୍ ଏହି ଚର୍ଚ୍ଚାକୁ କେବଳ ଗୁଜବ ବୋଲି କହିଛନ୍ତି। ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରି ଅଭିନେତାଙ୍କ ଟିମ୍ ହାଇଦ୍ରାବାଦ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ସର୍ବାନନ୍ଦ ଏବଂ ରକସିତାଙ୍କ ନିର୍ବନ୍ଧ ଭାଙ୍ଗିବା ଖବରରେ ଆଦୌ ସତ୍ୟତା ନାହିଁ। ସେମାନେ ଏକାଠି ଖୁସି ଅଛନ୍ତି।

Related posts

ପ୍ରଥମ ଦିନରେ ୧୪୦କୋଟି ଆୟ କଲା ବିଜୟଙ୍କ ଫିଲ୍ମ ‘ଲିଓ’ 

mahabharatanews

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେର

mahabharatanews

୨୦୦ କୋଟି ଠକେଇ ମାମଲାରେ ପକ୍ଷପାତ ଅଭିଯୋଗ ଆଣିଲେ ଜ୍ୟାକ୍‌ଲିନ୍‌

mahabharatanews