ଓଡିଶାସ୍ୱାସ୍ଥ୍ୟ

ବଢିଲା ହରଡ଼ ଡାଲିର ଦର ଦାମ

(ଭୁବନେଶ୍ୱର) :  ଖାଉଟିଙ୍କୁ ମହଙ୍ଗା ମାଡ଼ । ବଢ଼ିଲା ହରଡ଼ ଡାଲି ଦର । କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ବଢିଲା ହରଡ଼ ଡାଲି ଦର । ତେବେ ଏହି ଦର ବୃଦ୍ଧିକୁ ନିନ୍ଦା କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ।

 

ସୂଚନାନୁଯାୟୀ ,ପୂର୍ବରୁ କିଲୋ ପିଛା ପାଇକରୀ ଦର ଥିଲା ୯୫ ଟଙ୍କାରୁ ୧୧୦ ଟଙ୍କା । ଚଳିତ ବର୍ଷ ହରଡ଼ ଡାଲି ଉତ୍ପାଦନ ୧୦ ପ୍ରତିଶତ କମ୍ ହୋଇଛି । ଏହାର ସୁଯୋଗ ନେଇ ଅସାଧୁ ଭାବେ କର୍ପୋରେଟ ମଲ୍ ମଲିକ ଡାଲି ହୋର୍ଡିଂ କରୁଛନ୍ତି । ଫଳରେ ଅହେଉତୁକ ୧୫ ଦିନ ଭିତରେ ଡାଲି ଦର ବଢ଼ିଚାଲିଛି। ମାତ୍ର ୧୦ ପ୍ରତିଶତ ଉତ୍ପାଦନ କମ୍ ପାଇଁ ଦର ବୃଦ୍ଧି ଆବଶ୍ୟକତା ବା ଥିଲା ।

 

Related posts

 ୨୧ରେ ଖୋଲିବ ସ୍କୁଲ, ବାଦ ପଡିପାରେ ୭ଜିଲ୍ଲା

mahabharatanews

ମାହାଙ୍ଗା ଡବଲ ମର୍ଡର ଘଟଣା: ତେଜିଲା ପ୍ରତାପଙ୍କ ବହିଷ୍କାର ଦାବି

mahabharatanews

ଶ୍ରୀକ୍ଷେତ୍ର ବିମାନ ବନ୍ଦର ; ୨୧ରୁ ଟେଣ୍ଡର ଆବେଦନ ଆରମ୍ଭ

mahabharatanews