ଓଡିଶା

ବଢୁଛି ତାତି ; ୮ଟି ସହର ତାପମାତ୍ରା ୪୦ ଡିଗ୍ରୀ ପାର

(ଭୁବନେଶ୍ୱର) : ଦିନକୁ ଦିନ ବଢୁଛି ତାତି । ରାଜ୍ୟର ୮ଟି ସହର ତାପ ୪୦ ଡିଗ୍ରୀ ଛୁଇଁଛି । ସେହିପରି ଏପ୍ରିଲରୁ ଜୁନ ମାସ ମଧ୍ୟରେ ମଧ୍ୟପ୍ରଦେଶ, ଗୁଜରାଟ, କର୍ଣ୍ଣାଟକା, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ସବୁଠାରୁ ଅଧିକ ତାତି ଅନୁଭୂତ ହେବ । ଏହି ସବୁ ରାଜ୍ୟରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି ।

ସୂଚନାନୁଯାୟୀ , ୪୦.୪ ଡିଗ୍ରୀ ସହ ବାରିପଦା ଓ ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ । ସେହିପରି ବଲାଙ୍ଗିର ୪୦.୩, ତାଳଚେର, ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ବୌଦ୍ଧ ବି ୪୦ ଡିଗ୍ରୀ । ଭୁବନେଶ୍ୱର ୩୯.୪ ଏବଂ କଟକ ୩୯.୪ ଡିଗ୍ରୀ ତାପମାତ୍ରରେ ପହଁଚିଛି । କେନ୍ଦ୍ରୀୟ, ନର୍ଦ୍ଦନ ଓ ଦକ୍ଷିଣ ଇଣ୍ଡିଆର ଅଧିକାଂଶ ସ୍ଥାନରେ ହିଟ୍‌ ୱେଭ ୨ରୁ ୮ ଦିନ ଦେଖାଯିବ।

Related posts

୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews

ଦୁଇ ତିନି ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବାୟୁ

mahabharatanews

ଜଗତସିଂହପୁର ଅବକାରୀ ବିଭାଗକୁ ବଡ଼ ଧରଣର ସଫଳତା

mahabharatanews