ଓଡିଶାଭାରତ

ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଛି ୫୦ ଫୁଟ ଲମ୍ବର ହକି ଵିଶ୍ଵ କପ ଟ୍ରଫି

ଭୁବନେଶ୍ୱର: ରାଉରକେଲା ସହରରେ ରଙ୍ଗୋଲୀରେ ନିର୍ମିତ ହୋଇଥିବା ୫୦ ଫୁଟ ଲମ୍ବର ହକି ଵିଶ୍ଵ କପ ଟ୍ରଫି ଇଣ୍ଡିଆ ଵୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ମିଶନ ରାଉରକେଲା ପକ୍ଷରୁ ରାଉରକେଲା ସହରରେ ବିଶ୍ୱର ସର୍ବ ବୃହତ ହକି ଷ୍ଟାଡିୟମ୍ ନିର୍ମାଣ ଓ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଵା ପାଇଁ ଏହି ୫୦ ଫୁଟ ଲମ୍ବର ରଙ୍ଗୋଲୀ ନିର୍ମିତ ହୋଇଥିଲୋ । ଗତ ଫେବୃଆରୀ ୨୧ ତାରିଖ ରେ ଦୁଇ ଶହ କେଜି ରଙ୍ଗୋଲୀ ବ୍ୟବହର କରି ମିଶନ ରାଉରକେଲାର ୬୦ରୁ ଅଧିକ ସଦସ୍ୟ ଙ୍କ ସହଯୋଗରେ ଏହି ୫୦ ଫୁଟ ଲମ୍ବର ରଙ୍ଗୋଲିରେ ପୁରୁଷ ହକି ଵିଶ୍ଵ କପ ଟ୍ରଫି ନିର୍ମାଣ କରାଯାଇଥବଲା ।

Related posts

ପାଚେରୀ ଡେଇଁ ଦୁଇ ବିଚାରାଧୀନ କଏଦୀ ଫେରାର 

mahabharatanews

mahabharatanews

ସେନା ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ

mahabharatanews