ଓଡିଶାରାଜନୀତିଵାଣିଜ୍ୟ

ପୁଞ୍ଜିପତିଙ୍କୁ ଭେଟିଲେ ମୁଖ୍ୟ ସଚିବ

ରାଜ୍ୟରେ ପୁଞ୍ଜିନିବେଶ ଲାଗି କଲେ ଆହ୍ୱାନ
ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରେ ଓଡି଼ଶା ସରକାରଙ୍କ ପକ୍ଷରୁ ରାଜ୍ୟରେ ପୁଞ୍ଜି ନିବେଶ ଲାଗି ମେକ ଇନ ଓଡି଼ଶା କନକ୍ଲେଭ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ପୁଞ୍ଜିପତି ଓ ବିଭିନ୍ନ ଦେଶର ଆମ୍ବାସାଡରମାନଙ୍କୁ ଭେଟିଛନ୍ତି। ଏଥି ସହିତ ପୁଞ୍ଜି ନିବେଶ ଲାଗି ମେକ ଇନ ଓଡି଼ଶା କନକ୍ଲେଭ ଯୋଗଦେବା ଲାଗି ନିମନ୍ତ୍ରଣ କରିଛନ୍ତି। ଏହି ଅବସରରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଓ ଶିଳ୍ପ ସଚିବ ଶ୍ରୀ ଶର୍ମା ପୁଞ୍ଜିପତିଙ୍କ ସହ ଆଲୋଚନା କରିଥିଲେ।

Related posts

ଓଡିଶାରେ ପୁଣି ୯ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ପୋଲିସ ପକ୍ଷରୁ ସାମାଜିକ ଦୂରତ ଉପରେ ଗୁରୁତ୍ୱ

mahabharatanews

ଜଣେ ସେବାୟତ କରୋନା ପଜିଟିଭ

mahabharatanews