ଓଡିଶା

ଖୋଲିଲା କଣ୍ଟ୍ରୋଲ ରୁମ

(ଶୁଭସ୍ମିତା ଦାଶ): କଟକରେ ଖୋଲିଲା କଣ୍ଟ୍ରୋଲ ରୁମ୍। କଟକ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଏହି କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ଲୋକମାନଙ୍କ ସୁବିଧାକୁ ନଜର ରଖି ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି। କଣ୍ଟ୍ରୋଲ ରୁମ୍‌ରେ ଦୁଇଟି ଲ୍ୟାଣ୍ଡ ଲାଇନ୍ ନଂ ୦୬୭୧-୨୯୭୭୧୦୧, ୨୩୦୧୧୦୩ ଏବଂ ଗୋଟିଏ ଫୋନ୍ ନମ୍ବର ୮୬୭୩୦୫୦୦୬୫ ଜାରି ହୋଇଛି। କିନ୍ତୁ ଅନ୍ୟପଟେ କଟକରେ କଡ଼ାକଡ଼ି କଟକଣା କରାଯାଇଛି।
ସେହିପରି ଭୁବନେଶ୍ବର ମଧ୍ୟ ଲକଡାଉନ୍‌ ନିୟମ କଡ଼ାକଡ଼ି କରାଯାଇଛି। ଗ୍ରାହକ ଏବଂ ଦୋକାନୀମାନଙ୍କୁ ବିଏମ୍‌ସି ତାଗିଦ କରିଛି। ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି।

Related posts

ହାଜତ ମୃତିୟୁ ପାଇ ପୋଲିସ ଓ ସି ଅର୍ ପି ଏଫ୍ ଦେବେ ୧୦ ଲକ୍ଷ୍ୟ କ୍ଷତିପୂରଣ

mahabharatanews

ଆସନ୍ତା ୧୩ରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

mahabharatanews

୧୮ରୁ ପୁଣି ବର୍ଷା ଆରମ୍ଭ 

mahabharatanews