Uncategorized

ଦେଶରେ ୪୦୦୦ ଟପିଲା କରୋନା ସଂକ୍ରମଣ ସଂଖ୍ୟା

(ମହାଭାରତ): ଭାରତରେ ମଧ୍ୟ କରୋନା ଜୀବାଣୁ ମହାମାରୀର ପ୍ରଭାବ କ୍ରମାଗତ ଭାବେ ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଏପ୍ରିଲ ୬ ସୋମବାର ସକାଳ ପର୍ୟ୍ୟନ୍ତ କରୋନା ଜୀବାଣୁ ଯୋଗୁଁ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଦେଶରେ ମୋଟ ମାମଲା ୪୦୦୦ ରୁ ଅଧିକ ପହଁଞ୍ଚିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଏପ୍ରିଲ ୬ ରେ ସକାଳ ୯ ଟା ସୁଦ୍ଧା ଦେଶରେ ମୋଟ କରୋନା ଭୁତାଣୁ ସଂଖ୍ୟା ୪୦୬୭ ରେ ପହଞ୍ଚିଛି। ସେଥିମଧ୍ୟରୁ ୩୬୬୬ ମାମଲା ସକ୍ରିୟ ଥିବାବେଳେ ୨୯୧ ଜଣଙ୍କୁ ଡିସଚାର୍ଜ କରାଯାଇଛି। ଏହି ମହାମାରୀ ଯୋଗୁଁ ଦେଶରେ ବର୍ତ୍ତମାନ ସୁଦ୍ଧା ୧୦୯ ଜଣଙ୍କର ମୃତ୍ୟୁ ହୋଇଛି ।

Related posts

ସବୁ ସମସ୍ୟାରୁ ମୁକ୍ତି ଦିଏ ଗଙ୍ଗାଜଳ

mahabharatanews

ସାତ ମିନିଟ୍ ବି ରାହିଲାନି ସାତ ଜନ୍ମର ଶପଥ

mahabharatanews

ଆସାମ ବିରୋଧକାରୀଙ୍କ ଟ୍ରେନରେ ନିଆଁ ଲଗାଇବା ଉଦ୍ୟମ ସେନା ଦ୍ୱାରା ପଣ୍ଡ

mahabharatanews