ଓଡିଶା

ନକଲି ସାର୍ଟିଫିକେଟ ଦେଖାଇ କରିଥିଲେ ଚାକିରି, ଜଣାପଡିବା ପରେ ୩କର୍ମଚାରି ବହିଷ୍କୃତ

କେନ୍ଦ୍ରାପଡା: ନକଲି ଯୋଗ୍ୟତାରେ ମିଳିଛି ଚାକିରି । ଯୋଗ୍ୟତା ନଥାଇ ନକଲି ସାର୍ଟିଫିକେଟ ଦେଖାଇ କରିଛନ୍ତି ଚାକିରି । କେନ୍ଦ୍ରାପଡାରେ ୩ଜଣ ଡାକ ଦେବକଙ୍କୁ ବହିଷ୍କୃତ କରାଯାଇଛି । ନକଲି ସାର୍ଟିଫିକେଟ ଦେଇ କେନ୍ଦ୍ରାପଡା ଡାକ ବିଭାଗରେ ଏହି ୩ଜଣ ଚାକିରି କରିଥିଲେ । ଏବେ ପୁଣି ଜଣେ ନକଲି ସାଟିଫିକେଟ ଦେଇ ଚାକିରି କରିବାକୁ ଆସିଥିବା ବେଳେ ଧରାପଡିଥିଲେ । ତେବେ ଘଟଣା ପରେ ଛାନଭିନ୍ ହେବାରୁ ପୂର୍ବରୁ ଚାକିରି କରୁଥିବା କର୍ମଚାରୀଙ୍କ ସାଟିଫିକେଟ ଯାଞ୍ଚ କରାଯାଇଥିଲା । ଏଥିରେ ୩ଜଣ ଡାକ ସେବକ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଘଟଣା ଜଣାପଡିଛି ।

 

Related posts

ରାଜ୍ୟରେ ବିସ୍ତୃତି ବର୍ଷାର ସମ୍ଭାବନା,ସତର୍କ ସୂଚନା ଜାରି 

mahabharatanews

ବ୍ୟାଙ୍କ କର୍ମଚାରୀଙ୍କ ଆତ୍ମହତ୍ୟା

mahabharatanews

କରୋନାରେ ସାମ୍ବାଦିକା ସବନମ ଶିରିନଙ୍କ ମୃତ୍ୟୁ

mahabharatanews