ଭାରତ

ନିର୍ବାଚନ ପୂର୍ବରୁ ପାର-ତାପି-ନର୍ମଦା ପ୍ରକଳ୍ପ ବନ୍ଦ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୫ମାସ ରହିଥିବା ବେଳେ ବିଜେପି ନିର୍ବାଚନୀ ଥୋପ ପକାଇଛି । ପାର-ତାପି-ନର୍ମଦା ଲିଙ୍କ ପ୍ରକଳ୍ପକୁ ନେଇ ଆଦିବାସୀ ସଂପ୍ରଦାୟ ବିଗତ ବହୁତ ଦିନ ଏହି ପ୍ରକଳ୍ପକୁ ବିରୋଧ କରୁଥିଲେ । ତେବେ ଏହି ପ୍ରକଳ୍ପ ରବ୍ଦ କରାଗଲା ବୋଲି ଶନିବାର ସୁରଟରେ ଆୟୋଜିତ ଏକ ସଭାରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ଘୋଷଣା କରିଛନ୍ତି । ତେଣୁ ଆଦିବାସୀମାନଙ୍କୁ ସନ୍ତୁଷ୍ଟ କରି ଆଗାମୀ ନିର୍ବାଚନରେ ଭୋଟ ବ୍ୟାଙ୍କ ସୁଦୃଢ଼ କରିବା ପାଇଁ ରାଜ୍ୟ ବିଜେପି ସରକାର ଏପରି ଚାଲ କରିଥିବା ବିରୋଧୀ ଦଳ ଅଭିଯୋଗ କରିଛନ୍ତି ।

Related posts

ଭାରୋତ୍ତଳନରେ ଭାରତକୁ ଆଉ ଏକ ପଦକ

mahabharatanews

ପୁରୁଷ ହକି ବିଶ୍ବକପ ୨୦୨୩ର ଉଦଘାଟନ ସମାରୋହରେ ସାମିଲ ହେବେ ୩ କଂଗ୍ରେସ ମୁଖ୍ୟମନ୍ତ୍ରୀ

mahabharatanews

କାଉରିଆଙ୍କୁ ଦାଉ ସାଧୁଛି ବର୍ଷା ; ୫ ମୃତ ,୪ ଗୁରୁତର 

mahabharatanews