ଓଡିଶା

ନଦୀରେ ମହିଳାଙ୍କ ମୃତଦେହ ଜଗିଛୀ କୁମ୍ଭୀର

(ମହାକାଳପଡା) ; କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତଗର୍ତ ଦେଉଳିପଡା ପଞ୍ଚାୟତ ଓଳିହା ଗାଁ ନିକଟରେ ଗୋବରା ନଦୀରେ ଭାସୁଛି ମହିଳାଙ୍କ ମୃତଦେହ । ଆଉ ଜଗିରହିଛି କୁମ୍ଭୀର । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଭାସୁଥିବା ମହିଳାଙ୍କ ମୃତଦେହ ନିକଟରେ କୁମ୍ଭୀର ଜଗି ରହିଥିବାରୁ ସ୍ଥାନୀୟ ଲୋକେ ଭୟବିତ ହୋଇପଡିଥିଲେ । ଖବର ପାଇ ଘଟଣାସ୍ଥଳରେ ମହାକାଳପଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Related posts

“ନକଲି ଔଷଧ ଧରପଗଡ଼ ପାଇଁ ସବୁ ଜିଲ୍ଲାରେ ହେବ ଚଢ଼ଉ” : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

mahabharatanews

ଲାଞ୍ଚୁଆ ଫାଣ୍ଡି ଅଧିକାରୀ ନିଲମ୍ବିତ

mahabharatanews

ବିଜେଡିର ଦ୍ଵିତୀୟ ଲୋକସଭା ପ୍ରାର୍ଥୀ ତାଲିକା

mahabharatanews