ଓଡିଶା

ମନ୍ଦିିରରୁ ଚୋରି, ଘଟଣାସ୍ତଳରେ ପୋଲିସର ତଦନ୍ତ

ଯାଜପୁର ସୁକିନ୍ଦା/ ଅଂଶୁମାନ ବେହୁରା: ସୁକିନ୍ଦାଗଡର ୬୫ ବର୍ଷର ପୁରାତନ ମା ବାଟ ମଙ୍ଗଳାଙ୍କ ମନ୍ଦିିରରୁ ଚୋରି ଅଭିଯୋଗ ହୋଇଛି ।ଗତକାଲି ରାତିରେ କିଛି ଅଜଣା ଦୃବୁତ ଆସି ଚୋରି କରି ଫେରାର ହୋଇ ଯାଇଛନ୍ତି । ମନ୍ଦିରରୁ ମାଙ୍କର ଦୁଇଟି ରୁପା ମୁକୁଟ, ଗୋଟିଏ ରୁପା ବଳା, ସୁନାର ଟିକିଲି ଏବଂ ମାଇକ ସେଟ ଚୋରି ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ପୂଜରି ପୂଜା କରିବାକୁ ଯିବା ସମୟରେ ଚୋରି ହୋଇଯାଇଥିବା ଦେଖି ସୁକିନ୍ଦା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି । ସୁକିନ୍ଦା ପୋଲିସ ଘଟଣାସ୍ତଳରେ ପହଞ୍ଚି ଘଟଣାଯର ତଦନ୍ତ ଯାରି ରଖିଛି ।

 

Related posts

ନୟାଗଡରେ ଅବକାରୀ ଚଢାଉରେ ଚୋରା ଦେଶୀ ମଦ ଜବତ

mahabharatanews

ପାଣିରେ ବୁଡି ନାବାଳକ ମୃତ

mahabharatanews

ଡେଙ୍ଗୁ ଆତଙ୍କ :  କେବଳ ଭୁବନେଶ୍ୱରରୁ ୨୦୦ ଆକ୍ରାନ୍ତ ଚିହ୍ନଟ 

mahabharatanews