ଓଡିଶା

ବେଆଇନ ବାଲି ଓ ପଥର ବୋଝେଇ ଟ୍ରାକ୍ଟର ଜବତ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି):ବେଆଇନ ପଥର ଓ ବାଲି ବୋଝେଇ ଦୁଇଟି ଟ୍ରାକ୍ଟରକୁ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଜବତ କରିଥିବା ଜଣାପଡ଼ିଛି । ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ବେଲଗୁଣ୍ଠା ତହସିଲଦାର ଗିରିସୋଲାରୁ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବା ବେଳେ ଆମ୍ବପୁଆ ନିକଟରୁ ଏକ ପଥର ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି । ଦୁଇ ଟ୍ରାକ୍ଟରର ଡ୍ରାଇଭରକୁ ଅଟକ ରଖାଯାଇଥିବା ତହସିଲଦାର ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Related posts

ପାଟଣା ଧାନ ବିକ୍ରୟ କେନ୍ଦ୍ରରେ ଉତ୍ତେଜନା

mahabharatanews

ବେଧଡକ ବାଲି ଚାଲାଣକୁ ବନ୍ଦ କଲେ ଗ୍ରାମବାସୀ

mahabharatanews

ଶ୍ରୀମନ୍ଦିରକୁ ନିମନ୍ତ୍ରଣ ପତ୍ର  

mahabharatanews