ଓଡିଶା

କଟକ ଚଣ୍ଡୀ ମନ୍ଦିରରେ ଭି.କେ ପାଣ୍ଡିଆନ୍

(କଟକ) : କଟକ ଚଣ୍ଡୀ ମନ୍ଦିର ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ୍ । ମା’ କଟକ ଚଣ୍ଡୀ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପ କାମର ସମୀକ୍ଷା କରିବା ସହ ପ୍ରକଳ୍ପର ରୂପରେଖ ନେଇ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରିଛନ୍ତି।

ଉକ୍ତ ସମୟରେ ମା’ କଟକ ଚଣ୍ଡୀ ମନ୍ଦିର ପରିଷରରେ ଜିଲ୍ଲାପାଳ, ଡିସିପି ଉପସ୍ଥିତ ଥିଲେ । ଆଗାମୀ ଦିନରେ ମନ୍ଦିରକୁ ହେରିଟେଜ ରୂପ ଦେଵା ପାଇଁ ଯୋଜନା କରାଯାଇଛି ।

ଚଣ୍ଡୀ ମନ୍ଦିର ଚତୁଃପାଶ୍ୱର ଉନ୍ନତିକରଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାସହିତ ସ୍ଵତନ୍ତ୍ର ପାର୍କିଂ ସ୍ଥାନ ଓ ସପିଂ କମ୍ପ୍ଲେକ୍ସ ତିଆରି ପ୍ରସ୍ତାବ ମଧ୍ୟ ରହିଛି । ଆସନ୍ତା ୭ଦିନ ଭିତରେ ପ୍ରଶାସନ ପ୍ରକଳ୍ପ ରିପୋର୍ଟ ଦେଵ। ଏହାପରେ ପ୍ରକଳ୍ପ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ ହେଵ ବୋଲି ସୂଚନା ମିଳିଛି ।

Related posts

ଆଗାମୀ ୫ ଦିନ ବର୍ଷା ସମ୍ଭାବନା ;  ଓ୍ଵାର୍ଣ୍ଣିଂ ଜାରି 

mahabharatanews

ସଟ୍ ଡାଉନ୍ ସଫଳ କରିବାକୁ ପୋଲିସର କଡ଼ା କାର୍ୟ୍ୟାନୁଷ୍ଠାନ

mahabharatanews

ପ୍ରସିଦ୍ଧ ଶୁଳିଆ ଯାତ୍ରା ଆରମ୍ଭ, ପଡିଲା ପଶୁପକ୍ଷୀଙ୍କ ବଳି

mahabharatanews