ଖେଳଭାରତମନୋରଞ୍ଜନ

୫ ଘଣ୍ଟାରେ ବିରାଟଙ୍କ ପୋଷ୍ଟକୁ ୬.୬ ମିଲିୟନ ଲାଇକ୍

ନୂଆ ବର୍ଷକୁ ବିରାଟ କୋହଲି ତାଙ୍କ ପରିବାର ସହିତ ପାଳନ କରିଛନ୍ତି। କିଙ୍ଗ କୋହଲି ନୂତନ ବର୍ଷକୁ ଦୁବାଇରେ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବିରାଟ ଏହାର ଫୋଟୋ ଗୁତିକୁ ସେୟାର କରିଛନ୍ତି । ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଇଥିଲା । ସେ ଡିସେମ୍ବର ୩୧, ୨୦୨୫ ରାତିରେ ତାଙ୍କର ପ୍ରଥମ ପୋଷ୍ଟ କରିଥିଲେ। ତା’ପରେ ସେ ଜାନୁଆରୀ ୧ ରେ ୨୦୨୬ ବର୍ଷର ତାଙ୍କର ପ୍ରଥମ ପୋଷ୍ଟ କରିଥିଲେ । ପୋଷ୍ଟଟି ମାତ୍ର ପାଞ୍ଚ ଘଣ୍ଟା ମଧ୍ୟରେ ୬.୬ ମିଲିୟନ ଲାଇକ୍ ପାଇଥିବା ବେଳେ, ୧୩.୩ ମିଲିୟନ କମେଣ୍ଟ ପାଇଛି। ଯାହା କୋହଲିଙ୍କ ଲୋକପ୍ରିୟତାକୁ ପ୍ରକାଶ କରୁଛି।

Related posts

Bihar results haven’t stopped the infighting in Lalu’s family.

mahabharatanews

ବିଗ୍ ବସ୍ ଓଟିଟି ୩ର ଟ୍ରଫି ହାତେଇଲେ ସନା ମକବୁଲ ଖାନ୍

mahabharatanews

ଧୂମଧାମରେ ପାଳିତ ହେଲା ମଣ୍ଡେଇ ଯାତ୍ରା

mahabharatanews