ଓଡିଶା

ପଂଚାୟତ ନିର୍ବାଚନ, ମିଳିଲା ଉଠାଇ ନେଇଥିବା ଭୋଟ୍ ବାକ୍ସ

ଜଗତସିଂହପୁର: ମତଦାନବେଳେ ଉଠାଇ ନେଇଥିବା ଭୋଟ୍ ବାକ୍ସ ମିଳିଲା । ଏ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପଟସରା ପଂଚାୟତ ଢୋଲବନ୍ଧ ପ୍ରାଥମିତ ବିଦ୍ୟାଳୟ ବୁଥ୍ ତଥା ପଟସରା ୨ନଂ ବୁଥରୁ ଭୋଟ୍ ବାକ୍ସ ଦୁର୍ବୃତ୍ତ ଉଠାଇ ନେଇଥିଲେ । ଶୁକ୍ରବାର ମତଦାନ ବେଳେ ଦୁର୍ବୃତ୍ତ ଉଠାଇ ନେଇଥିବା ଭୋଟ୍ ବାକ୍ସ ମିଳିଲା। ତେବେ ଏହି ଭୋଟ୍ ବାକ୍ସ କେମିତି ଏଠାକୁ ଆସିଲା ଏବଂ କିଏ ଏହାକୁ ଆଣିଲା ସେ ସଂପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଏହାର ତନାଘନା ଜାରି ରହିଛି । ସେହି ଭୋଟ୍ ବାକ୍ସ ଶନିବାର କୁଳ ପଟସରା ୩ନଂ ବୁଥ୍ ନିକଟ ଏକ ଧାନ କଳଘର ସମ୍ମୁଖରେ ଥୁଆ ହୋଇଥିବା ଦେଖିବାକୁ ମିଳିଛି ।

Related posts

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ସୁନାବେଶ

mahabharatanews

କାମାକ୍ଷାନଗରକୁ ଜିଲ୍ଲା ପାଇଁ ଆମର ଦାବି

mahabharatanews

ନର୍ସିଂହୋମ ଡାକ୍ତରଙ୍କ ଭୁଲ ଚିକିତ୍ସା ପାଇଁ ମା ଛେଉଣ୍ଡ ହେଲା ନବଜାତକ, ପରିବାର ଲୋକଙ୍କ କ୍ଷତିପୁରଣ ଦାବି

mahabharatanews