ଓଡିଶା

ବ୍ୟାସନଗର ସୋୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ

ଯାଜପୁର ଜିଲ୍ଲା ବ୍ୟାସନଗର  ଅନ୍ତର୍ଗତ ବ୍ୟାସନଗର ସୋୟଂଶାସିତ ମହାବିଦ୍ୟାଳୟ ଯାଜପୁର ରୋଡ଼ ଠାରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଅଛି।  ଏହି କାର୍ଯ୍ୟକ୍ରମ ରେ କୋରାଇ ର ମାନ୍ୟବର ବିଧାୟକ ମହୋଦୟ ଶ୍ରୀ ଆକାଶ ଦାଶନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ସଭାକୁ ଆରମ୍ଭ କରିଥିଲେ।   ଓଡିଶା ଚଳଚିତ୍ର ଜଗତ ର ନାଇକା ସୂରିୟ ମଇ ମହାପାତ୍ର ଯୋଗ ଦେଇ ବାର୍ଷିକ ଉତ୍ସବ ରେ ଛାତ୍ର ଛାତ୍ରୀ ଙ୍କ ସହ ମନରଞ୍ଜନ କରିଥିଲେ ଏବଂ କଲେଜ ର ଶିକ୍ଷକ ଓ ଶିକ୍ଷଇତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ଉତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ପାଳନ କରିଥିଲେ ।

Related posts

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

mahabharatanews

ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ବନ ବିଭାଗର ପ୍ରଶିକ୍ଷଣ ଶିବିର

mahabharatanews

ରାଜ୍ୟରେ ସ୍କ୍ରବ୍ ଟାଇଫସ୍‌ ଭୟ; ଟେଷ୍ଟିଂ କିଟ ମହଜୁଦ ରଖିବାକୁ ନିର୍ଦେଶ

mahabharatanews