ଭାରତ

‘କରୋନାଠୁ ଆସିବ ବଡ଼ ମହାମାରୀ’ :ହୁ

 (ଦିଲ୍ଲୀ) :  ପରବର୍ତ୍ତୀ ମହାମାରୀ କ‌ରୋନା ମହାମାରୀଠାରୁ ମଧ୍ୟ ଆହୁରି ଘାତକ ହୋଇପାରେ ଏବଂ ଏହା କୋଟି କୋଟି ଲୋକଙ୍କ ଜୀବନ ନେଇପାରେ। ହୁ ମୁଖ୍ୟଙ୍କ ଏହି ବୟାନ ବିଶ୍ବବ୍ୟାପୀ ମେଡିକାଲ ବିଶେଷଜ୍ଞ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

 

ଟେଡ୍ରସଙ୍କ କହିବାନୁଯାୟୀ , କରୋନା ଏବେ ଆଉ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ହୋଇନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ କରୋନା ଏବେ ଏକ ବିପଦ ନୁହେଁ। ସମଗ୍ର ବିଶ୍ବ ପାଇଁ କରୋନା ଏବେ ବି ଏକ ଚ୍ୟା‌ଲେଂଜ। ନୂଆ ପ୍ରଜାତି ନୂଆ ସଂକ୍ରମଣ ଓ ମୃତ୍ୟୁ ଭୟ ବଢ଼ାଉଛି। ନୂଆ ଜୀବାଣୁ ମଧ୍ୟ ଆଗକୁ ଆହୁରି ଭୟଙ୍କର ରୂପ ନେଇ ଆସିପାରେ।

Related posts

‘ତାଲ ଦରବାର’ରେ ଗିନିସ ରେକର୍ଡ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୨,୨୭୦ ଆକ୍ରାନ୍ତ ଚିହ୍ନଟ ଓ ୩୨୫ ଜଣ ମୃତ

mahabharatanews

ଦିଲ୍ଲୀ ବର୍ଷା, ଭାଙ୍ଗିଲା ୮୮ ବର୍ଷର୍ର ରେକର୍ଡ

mahabharatanews