ଭାରତ

‘କରୋନାଠୁ ଆସିବ ବଡ଼ ମହାମାରୀ’ :ହୁ

 (ଦିଲ୍ଲୀ) :  ପରବର୍ତ୍ତୀ ମହାମାରୀ କ‌ରୋନା ମହାମାରୀଠାରୁ ମଧ୍ୟ ଆହୁରି ଘାତକ ହୋଇପାରେ ଏବଂ ଏହା କୋଟି କୋଟି ଲୋକଙ୍କ ଜୀବନ ନେଇପାରେ। ହୁ ମୁଖ୍ୟଙ୍କ ଏହି ବୟାନ ବିଶ୍ବବ୍ୟାପୀ ମେଡିକାଲ ବିଶେଷଜ୍ଞ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।

 

ଟେଡ୍ରସଙ୍କ କହିବାନୁଯାୟୀ , କରୋନା ଏବେ ଆଉ ଜରୁରୀ ସ୍ବାସ୍ଥ୍ୟ ସଙ୍କଟ ହୋଇନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ କରୋନା ଏବେ ଏକ ବିପଦ ନୁହେଁ। ସମଗ୍ର ବିଶ୍ବ ପାଇଁ କରୋନା ଏବେ ବି ଏକ ଚ୍ୟା‌ଲେଂଜ। ନୂଆ ପ୍ରଜାତି ନୂଆ ସଂକ୍ରମଣ ଓ ମୃତ୍ୟୁ ଭୟ ବଢ଼ାଉଛି। ନୂଆ ଜୀବାଣୁ ମଧ୍ୟ ଆଗକୁ ଆହୁରି ଭୟଙ୍କର ରୂପ ନେଇ ଆସିପାରେ।

Related posts

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

mahabharatanews

ଗିରଫ ହେଲା ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇଥିବା ଯୁବକ

mahabharatanews

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ୍‌ 

mahabharatanews