ଓଡିଶା

ବିଜ୍ଞାନ ମହାବିଦ୍ୟାଳୟରେ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ

ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ, ହିଞ୍ଜିଳିକାଟୁ ପରିସରରେ ଜାତୀୟ ସେବା ଯୋଜନା ପକ୍ଷରୁ ଆୟୋଜିତ ସାତ ଦିନିଆ ଶୀତକାଳୀନ ସ୍ୱତନ୍ତ୍ର ସେବାଶିବିର  ହୋଇଯାଇଥିଲା। ଶିବିର ପ୍ରଥମ ଦିନରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ନନ୍ଦ ଉଦ୍ଘାଟନ କରିଥିଲେ ଏବଂ ଏଥିରେ IQAC କୋଡିନେଟର ଡ.ପ୍ରଫୁଲ୍ଲ କୁମାର ରଥ, NSS ଉପଦେଷ୍ଟା ଅକ୍ଷୟ କୁମାର ପ୍ରଧାନ ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦାନ କରିଥିଲେ, ଉଦ୍ଘାଟନ ସମାପ୍ତି ପରେ ମହାବିଦ୍ୟାଳୟ ପରିସର ସଫେଇ କାର୍ଯ୍ୟକ୍ରମ ହୋଇଥିଲା ।

Related posts

ଖବର ପ୍ରସାରଣ ପରେ ନିର୍ମାଣ କାର୍ୟ୍ୟ ଆରମ୍ଭ

mahabharatanews

ଅକ୍ଟୋବର ୨୮ରେ ପାରାଦୀପ ଟ୍ରଷ୍ଟ ନିର୍ବାଚନ

mahabharatanews

ଆଜିଠାରୁ କୋହଳ ହେଲା କଟକଣା ମାଲକାନଗିରିରେ

mahabharatanews