ଓଡିଶାଗୋପାଳପୁର ଜଙ୍ଗସନ ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣାmahabharatanewsApril 13, 2026 by mahabharatanewsApril 13, 202605 ଗୋପାଳପୁର ଜଙ୍ଗସନ ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣା ଜଣେ ମହିଳା ବର୍ତି ଦୁଇ ଜଣ ଆହତ l ଗୋପାଳପୁର ଜଙ୍ଗସନ ଓଭେର ବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଯାହା କି...
ଓଡିଶାହିଞ୍ଜିଳିକାଟୁରେ ଓଡ଼ିଆ ଭାଷା ସାହିତ୍ୟ ସମିତି ପକ୍ଷରୁ ଉତ୍କଳ ଦିବସmahabharatanewsApril 2, 2026 by mahabharatanewsApril 2, 2026010 ହିଞ୍ଜିଳିକାଟୁରେ ଓଡ଼ିଆ ଭାଷା ସାହିତ୍ୟ ସମିତି ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଛି। ସ୍ଥାନୀୟ ମଧୁବାବୁ କମ୍ପ୍ଲେକ୍ସ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ର ପୂର୍ବତନ ବିଧାୟକ ହରିହର...
ଓଡିଶାବିଜ୍ଞାନ ମହାବିଦ୍ୟାଳୟରେ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତmahabharatanewsMarch 30, 2026 by mahabharatanewsMarch 30, 202609 ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ, ହିଞ୍ଜିଳିକାଟୁ ପରିସରରେ ଜାତୀୟ ସେବା ଯୋଜନା ପକ୍ଷରୁ ଆୟୋଜିତ ସାତ ଦିନିଆ ଶୀତକାଳୀନ ସ୍ୱତନ୍ତ୍ର ସେବାଶିବିର ହୋଇଯାଇଥିଲା। ଶିବିର ପ୍ରଥମ ଦିନରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ନନ୍ଦ...
ଓଡିଶାତିନି ଜଣ ଯୁବକ ସହ ଜଣେ ମହିଳାଙ୍କୁ ବିଜୁଳି ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେmahabharatanewsMarch 18, 2026March 18, 2026 by mahabharatanewsMarch 18, 2026March 18, 2026017 ଗଞ୍ଜାମ ଜିଲ୍ଲା ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ ଭେଟନଈ ଗ୍ରାମରେ ଅଭାବନିୟ ଘଟଣା l ଚୋରି ସନ୍ଧେହରେ ତିନି ଜଣ ଯୁବକ ସହ ଜଣେ ମହିଳାଙ୍କୁ ବିଜୁଳି ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗାଁ...
ଓଡିଶାବିଜ୍ଞାନ ମହାଵିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିରmahabharatanewsFebruary 11, 2026 by mahabharatanewsFebruary 11, 2026022 ଗଞ୍ଜାମ ଜିଲ୍ଲା, ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାଵିଦ୍ୟାଳୟରେ ଉଚ୍ଚ ଶିକ୍ଷ୍ୟା ବିଭାଗ ଦ୍ଵାରା ଆୟୋଜିତ ଡ଼ିଗ୍ରୀ ପ୍ରଥମ ବର୍ଷ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର ର ଉଦ୍ୟାପନ ଉତ୍ସବ ଆୟୋଜିତ ହେଇ...
ଓଡିଶାଦୁର୍ଘଟଣାବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣାmahabharatanewsJanuary 31, 2026 by mahabharatanewsJanuary 31, 2026024 ବ୍ରହ୍ମପୁରରେ ଭୟଙ୍କର ସଡକ ଦୁର୍ଘଟଣା। ରଙ୍ଗ ସାଇଡରେ ଆସି ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ୍। ହଳଦିଆପଦର ଓଭରବ୍ରିଜରେ ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା ୫ ବାଇକ୍ ଆରୋହୀଙ୍କ ଜୀବନ। ଖବର...
ଓଡିଶାଗୋପାଳପୁର ଜେଡ ଏସ ଆଇ ପକ୍ଷରୁ ଦୁଇଟି ପଲ୍ଲି କୀଟ ଚିହ୍ନଟmahabharatanewsDecember 18, 2025 by mahabharatanewsDecember 18, 2025023 ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ପକ୍ଷରୁ ଦୁଇଟି ପଲ୍ଲି କୀଟ (ସମୁଦ୍ର ଜିଆ) ଚିହ୍ନଟ ହୋଇଛି l ଏହି ଜିଆ ପଶ୍ଚିମବଙ୍ଗର ପୁର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଦିଘା ଏବଂ ବାଙ୍କିପୁଟ୍ ଉପକୂଳରୁ...
Uncategorizedଅଦାଲତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧରmahabharatanewsFebruary 6, 2023 by mahabharatanewsFebruary 6, 20230175 ଗଞ୍ଜାମ/ ରଜନୀକାନ୍ତ ପାତ୍ର : ହିଞ୍ଜିଳିକାଟୁ ଅଦାଲତ ପରିସରରେ ସିଭିଲ ଜଜ ସିନିୟର ଡିଭିଜନ ଅଦାଲତର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ ମୁରଲୀଧର ମିଳିତ...
ଓଡିଶାବ୍ଳକ ସ୍ତରୀୟ ମିଶନଶକ୍ତି ଋଣ ମେଳା ଅନୁଷ୍ଠିତmahabharatanewsNovember 29, 2022 by mahabharatanewsNovember 29, 20220168 ଗଞ୍ଜାମ : ମିଶନ ଶକ୍ତି ଋଣ ମେଳା ମହିଳା ଗୋଷ୍ଠୀର ସଦସ୍ୟା ମାନଙ୍କୁ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିବ। ମିଶନ ଶକ୍ତି ମା’ ମାନେ ଏବେ ଭଲ ବ୍ୟବସାୟ କରିବା ସହିତ ଅନ୍ୟମାନଙ୍କୁ...
ଓଡିଶାଭାରତହିଂଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତmahabharatanewsSeptember 15, 2022 by mahabharatanewsSeptember 15, 20220218 ରଜନୀକାନ୍ତ ପାତ୍ର(ଗଞ୍ଜାମ ଜିଲ୍ଲା):ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର...