ଓଡିଶା

ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯୋଗ କରନ୍ତୁ ନିରୋଗ ରୁହନ୍ତୁ l  ଏହି ବାର୍ତା ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରା ରେ ଥିବା ସାଇ ଅନନ୍ତ ଇଣ୍ଟରନେସନାଲ ସ୍କୁଲ ପଡିଆ ଏବଂ ଦୋସିଙ୍ଗା ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଦିନିକିଆ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି l  ଯୋଗ ଗୁରୁ ପିତାମ୍ବର ସାହୁ ଯୋଗ ଦେଇ ମଣିଷ ସୁସ୍ଥ ରହିବା ପାଇଁ ଯୋଗ କରିବା ନିହାତି ଆବଶ୍ୟକ ବୋଲି ବାର୍ତ୍ତା ଦେଇଥିଲେ l ତାସହ ବିଭିନ୍ନ ପ୍ରକାରର ପ୍ରାଣାୟାମ କରି ଉପସ୍ଥିତ ଲୋକମାନଙ୍କୁ ଶିଖାଇଥିଲେ l ଏହି କାର୍ଯ୍ୟକ୍ରମ ରେ ସ୍କୁଲ ର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସମେତ ସ୍ଥାନୀୟ ଲୋକ ଯୋଗଦାନ କରିଥିଲେ l

Related posts

ମାଓବାଦୀଙ୍କ ବର୍ବର କାଣ୍ଡ: ରେଞ୍ଜରଙ୍କ ଗଳାକାଟି ହତ୍ୟା

mahabharatanews

ଆଗାମୀ ୩ଦିନ ପ୍ରବଳ ବର୍ଷା ସମ୍ଭାବନା, ୯ ଜିଲ୍ଲାକୁ ସତର୍କ ସୂଚନା ଜାରି

mahabharatanews

ସୁନ୍ଦରଗଡ଼ କୁରେଇବଗା ଗାଁରେ ହାତୀ ଆତଙ୍କ

mahabharatanews