ଭାରତ

ୟୁସୁଫ ପଠାନଙ୍କୁ ପ୍ରାର୍ଥୀ ଘୋଷଣା କଲା ଟିଏମ୍‌ସି

(ପଶ୍ଚିମବଙ୍ଗ) : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ସମସ୍ତ ୪୨ ସିଟ୍‌ରେ ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ତୃଣମୂଳ କଂଗ୍ରେସ(ଟିଏମସି) ବହରାମପୁରରୁ କ୍ରିକେଟର ୟୁସୁଫ ପଠାନଙ୍କୁ ଟିିକେଟ୍‌ ଦେଇଛି । ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା ଟିଏମ୍‌ସି । ବହରାମପୁରରୁ ସାଂସଦ ପ୍ରାର୍ଥୀ ହେଲେ ୟୁସୁଫ ପଠାନ । ୪୨ ଜଣିଆ ସାଂସଦ ପ୍ରାର୍ଥୀ ଘୋଷଣା କଲେ ମମତା ବାନାର୍ଜୀ ।

ସୁହଂଚନାନୁଯାୟୀ ,ବାଦ୍ ପଡ଼ିଲେ ବାସିରହାଟ ସାଂସଦ ନୁସରତ ଜାହାନ୍‌ । କ୍ରିଷ୍ଣାନଗରରୁ ଲଢ଼ିବେ ମହୁଆ ମୈତ୍ର । ବିଜେପି ଏବେ ଏହି ଷ୍ଟାର କ୍ରିକେଟରଙ୍କୁ ନିର୍ବାଚନ ମୈଦାନରେ ପ୍ରାର୍ଥୀ କରିବାକୁ ଯୋଜନା କରୁଛି । ଶାମି ପଶ୍ଚିମବଙ୍ଗ ରଣଜୀଟ୍ରଫି ଖେଳି ପେସ୍ ବୋଲର ଭାବେ ଅନ୍ତର୍ଜାତୀୟ କ୍ରିକେଟକୁ ଆସିଥିଲେ । ସେ ଏବେ ପଶ୍ଚିମବଙ୍ଗରେ ଘରୋଇ କ୍ରିକେଟ ଖେଳୁଛନ୍ତି ।

Related posts

ଉତ୍ତରପ୍ରଦେଶରେ ମାୟାବତୀଙ୍କ ବିଭାଜନ କାର୍ଡ

mahabharatanews

ବଢୁଛି ଯମୁନା ନଦୀ ଜଳସ୍ତର, ହନ୍ତସନ୍ତ ଦିଲ୍ଲୀବାସୀ

mahabharatanews

ପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତି

mahabharatanews