ଭାରତ

ମୁମ୍ବାଇରେ ଭୁଶୁଡିଲା କୋଠା: ବହୁ ଲୋକ ଫସି ରହିଥିବା ଆଶଙ୍କା

ମୁମ୍ବାଇ: ମୁମ୍ବାଇରେ ମଙ୍ଗଳବାର ସକାଳୁ ଏକ ବଡଧରଣର ଦୁର୍ଘଟଣା ଘଟିଛି । ମୁମ୍ବାଇର ଏଣ୍ଟୋପ ହିଲ ଅଞ୍ଚଳରେ ସକାଳୁ ସକାଳୁ ଏକ କୋଠା ଭୁଶୁଡି ପଡିଲା । କୋଠ।। ଭୁଶୁଡିବାରୁ କାନ୍ଥ ତଳେ ବହୁ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ସେମାନଙ୍କ ଉଦ୍ଧାର ପାଇଁ ଅଗ୍ନିଶାମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନଅ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଏଏନଆଇ ନ୍ୟୁଜ ଏଜେନ୍ସି ତରଫରୁ ସୂଚନା ରହିଛି । ଘଟଣାସ୍ଥଳରେ ୪ଟି ଅଗ୍ନିଶମ ଗାଡି ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ କରୁଛଡ଼୍ତି ।

Related posts

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର

mahabharatanews

ସେନାକୁ ବଡ଼ ସଫଳତା;, ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ

mahabharatanews

ଦୁର୍ଘଟଣାର ଶିକାର ହେଲେ ମମତା ବାନାର୍ଜୀ

mahabharatanews