ଓଡିଶା

ଅଳିଆଗଦା ନିଆଁରେ ଶିଶୁ କନ୍ୟାର ମୃତ୍ୟୁ

ହିଞ୍ଜିଳି: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ପଙ୍କଳବାଡି ଗାଁ ରେ ନୂଅ । ବର୍ଷ ରେ ଅଘଟଣ । ବାରିପଟେ ଅଳିଅ । ଗଦା ରେ ଲାଗିଥିବା ନିଅ ।ଁ ପାଖରେ ଖେଳୁଥିବା ବେଳେ ନିଅ ।ଁ ଲାଗି ଜଣେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛି ସ୍ନେହା ସ୍ୱାଇଁ । ବୟସ ୬ ବର୍ଷ । ସେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲା । ଗତକାଲି ଅପରାହ୍ନ ପ୍ରାୟ ସାଢେ୩ ଟା ବେଳେ ସ୍ନେହା ବାରିପଟେ ଲାଗିଥିବା ନିଅ ।ଁ ପାଖରେ ଖେଳିବା ସହ ନିଅ ।ଁ ପୁଇଁଥିଲା । ଏହି ସମୟରେ ତାର ଡ୍ରେସରେ କେମିତି ନିଅ ।ଁ ଲାଗିଯାଇଥିଲା । ସେ ଚିକ୍ରାର କରିବାରୁ ତାର ମାଅ । ବାରିପଟେ ଯାଇ ଦେଖିଲା ବେଳକୁ ଝିଅର ଦେହ ସାରା ନିଅ ।ଁ ଲାଗି ଯାଇଥିଲା ଓ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲା । ମା କାଳ ବିଳମ୍ବ ନ କରି ଡ୍ରେସଟିକୁ ଫୋଲି ଦେଇଥିଲେ । ଗୁରୁତର ଅବସ୍ଥାରେ ଶିଶୁକୁ ପ୍ରଥମେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁକନ୍ୟାର ମୃତ୍ୟୁ ଘଟିଛି ।

Related posts

ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା

mahabharatanews

ବ୍ୟାଣ୍ଡପାର୍ଟି ଗାଡି ଓଲଟି ୯ ଗୁରୁତର

mahabharatanews

ପାରିବାରିକ କଳହକୁ ନେଇ ମରଣାନ୍ତର ଆକ୍ରମଣ

mahabharatanews