ଓଡିଶା

ଆଇଆଇସିଙ୍କୁ ମାଡମାରି ଏଏସଆଇ ନିଲମ୍ବିତ

ପାଟପୁର: ମହଙ୍ଗା ପଡ଼ିଲା ପାଟପୁର ଥାନା ଆଇଆଇସିଙ୍କୁ ଅ।କ୍ରମଣ କରି ନିଲମ୍ବିତ ହେଲେ ଏଏସଆଇ ପ୍ରତୀମଞ୍ଜରୀ ଗଡ଼ନାୟକ । ଗତକାଲି ପାଟପୁର ଥାନା ଭିତରେ ପଶି ଆଇଆଇସି ଅଜୟ ବାରିକଙ୍କୁ ଏଏସଆଇ ପ୍ରତୀମଞ୍ଜରୀ ଓ ତାଙ୍କୁ ସ୍ୱାମୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

ଡ୍ୟୁଟି ଭାଗବଣ୍ଟାକୁ ନେଇ ଏହି ଗଣ୍ଡଗୋଳ ଅ ।ରମ୍ଭ ହୋଇଥିଲା । ଗତ ରାତିରେ ଅ।ଇଅ ।ଇସି ଡ୍ୟୁଟି ଭାଗବାଣ୍ଟ କରୁଥିବା ବେଳେ ଏଏସଆଇ ପ୍ରତୀମଞ୍ଜରୀ ଓ ତାଙ୍କ ସ୍ୱାମୀ ମିଶି ଅତର୍କିତ ଭାବେ ଆଇଆଇସିଙ୍କୁ ଅ।କ୍ରମଣ କରିଥିଲେ । ଏହାସହ ତଣ୍ଟି ଚିପି ମାରିଦେବାକ ମଧ୍ୟ ଚେଷ୍ଟା କରିଥିବା ଅ।ଇଅ ।ଇସି ଅଭିଯୋଗ କରିଥିଲେ । ଏନେଇ ମାମଲା ରୁଜୁ ହେବା ପରେ ଏଏସଆଇ ପ୍ରତୀମଞ୍ଜରୀ ଗଡ଼ନାୟକଙ୍କୁ ନିଲମ୍ବିତ କରାଯାଇ ଘଟଣାର ତଦନ୍ତ ଅ ।ରମ୍ଭ କରିଛନ୍ତି ଅତିରିକ୍ତ ଏସ୍ପି ଠାକୁର ପ୍ରସାଦ ପାତ୍ର ।

Related posts

ରାଜ୍ୟରୁ ୧୨ ପୁଲିସ କର୍ମଚାରୀଙ୍କୁ ପୁଲିସ ପଦକ, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

mahabharatanews

କାଳବୈଶାଖୀ : ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଦିଲ୍ଲୀରେ ଓଡିଶାର ନୌବାଣିଜ୍ୟ ପରମ୍ପରା, ବଢୁଛି ଲୋକଙ୍କ ଭିଡ଼ 

mahabharatanews