bharatଓଡିଶାପାଣିପାଗଭାରତ

ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଜଳଚତ୍ର ବଣ୍ଟନ

ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ପ୍ରମୋଦ ପତି ଫାଉଣ୍ଡେସନ ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।  ଯାଜପୁର ଜିଲ୍ଲା ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ପକ୍ଷରୁ ଏକ ଜଳ ଛତ୍ର କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ରସୁଲପୁର ବ୍ଲକର ପ୍ରସିଦ୍ଧ କୁଆଖିଆ ମେଲଣ ରେ ଆସୁଥିବା ଶହ ଶହ ଜନସାଧାରଣଙ୍କ ହିତ ଦୃଷ୍ଟି କୋଣରୁ ଦହି ପଣା ର ବ୍ୟବସ୍ଥା କରାଯାଇଛି । ପରେ ପର୍ଯ୍ୟାୟ କ୍ରମେ ଆଗକୁ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି ।    କାର୍ଯ୍ୟକ୍ରମ ପରିଚାଳନାରେ ଫାଉଣ୍ଡେସନର ସମସ୍ତ  କର୍ମକର୍ତ୍ତା  ସହଯୋଗ  କରିଥିଲେ  ।

Related posts

ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

mahabharatanews

ରମ୍ପେଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପିଏମ ଶ୍ରୀ ଉତ୍ସବ ପାଳନ

mahabharatanews

ବିକଳାନନ୍ଦ କରଙ୍କ ୫୦ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

mahabharatanews