ଓଡିଶାଦୁର୍ଘଟଣା

ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ I ଭୁବନେଶ୍ବର ଆଇଗନିଆ ମୁଖ୍ୟରାସ୍ତାରେ ମହିଳାଙ୍କୁ ପିଟିଲା ଅଜଣା ଗାଡି I ଘଟଣାସ୍ଥଳରୁ ଦ୍ରୁତଗତିରେ ଫେରାର ହେଲା ଗାଡି ଚାଳକ I କିଛି ବାଟ ଲୋକ ମାନେ ଗୋଡାଇବା ପରେ ବି ଖସି ପଳାଇଲା I ଘଟଣାସ୍ଥଳରେ ଖଣ୍ଡଗିରି ଥାନା ଆଇଆଇସି ପହଂଚି ଛାନଭିନ୍ ଆରମ୍ଭ କଲେ I ମହିଳାଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ପାଖରୁ ମିଳିଥିବା ମୋବାଇଲ ମାଧ୍ୟମରେ ପରିବାର ଲୋକଙ୍କୁ ଯୋଗାଯୋଗ କରୁଛି ପୋଲିସ I

Related posts

କାଲିମେଳା ବ୍ଲକରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଗଞ୍ଜାମରେ ସ୍ଥିତି ଅଣାୟତ୍ତ: ଘରଠୁ ଏକ କିମିରୁ ଅଧିକ ଦୂର ନଯିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

mahabharatanews

ଅସାଧୁ ବେପାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

mahabharatanews