ଓଡିଶା

ନରସିଂହପୁରର ବିଭିନ୍ନ ସ୍ଥାନକୁ ସାନିଟାଇଜ କଲା ଅଗ୍ନିଶମ

(ନିର୍ମଳେନ୍ଦୁ ମିଶ୍ର/ନରସିଂହପୁର): କରୋନା ପ୍ରଭାବରେ ସାରାବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ କଟକ ଜିଲ୍ଲାର ନରସିଂହପୁର ରେ ଜନଜୀବନ ପ୍ରଭାବିତ ହୋଇଯାଇଛି  ।୨୧ ଦିନିଆ ଲକ ଡାଉନ ନେଇ ଲୋକ ମାନେ ଘରୁ ବାହାରକୁ ବାହାରି ପାରିନଥିବା ବେଳେ ଅନ୍ୟପଟେ ସ୍ଥାନୀୟ ପୋଲିସ ର ଭୟ। ଏଭଳି ସ୍ଥିତିରେ ନରସିଂହପୁର ପ୍ରଶାସନ ତରଫରୁ ଅଗ୍ନିଶମ ବିଭାଗ ଦ୍ୱାରା ଥାନା, ମେଡିକାଲ, କ୍ଳବ ଛକ ପର୍ଯ୍ୟନ୍ତ ସାନିଟାଇଜ କରି ବିଶୋଧନ କରାଯାଇଛି। ସେହିପରି ବଡମ୍ବ। ବ୍ଲକର ଜନଗହଳି ପୂର୍ଣ୍ଣ ଜାଗା ମାନଙ୍କରେ ସାନିଟାଇଜ କରାଯାଇଛି।

Related posts

ଏପ୍ରିଲ ୨ ନୁହେଁ ଏପ୍ରିଲ ୪ ରେ ହେବ ଖଡି ଛୁଆଁ

mahabharatanews

ବର୍ଷା ପବନରେ ଲୋକମାନଙ୍କ କଥା ବୁଝିଲେ ବିଧାୟକ

mahabharatanews

ଖେମୁଣ୍ଡି କଲେଜ ରେ ଅଧ୍ୟାପକ ଓ କର୍ମଚାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

mahabharatanews