(ମହାଭାରତ): ଟେଲିଭିଜନର ଲୋକପ୍ରିୟ ମେଗା ଧାରାବାହିକ “କହାଁ ହମ୍ କହାଁ ତୁମ୍’ ଦର୍ଶକଙ୍କ ମନ ଜିତିବାରେ ବେଶ୍ ସଫଳ ହୋଇଛିୟ ଶୋ’ର ଅ ।ରମ୍ଭ ହେବାର କିଛି ଦିନ ପର୍ଯ୍ୟନ୍ତ ଏହାକୁ ନେଇ ଭିନ୍ନ ଭିନ୍ନ ହ୍ୟାଶ୍ଟ୍ୟାଗ ସବୁ ଟ୍ୱିଟରେ ଟ୍ରେଣ୍ଡ କରିଥିଲାୟ ଦର୍ଶକଙ୍କୁ ରୋହିତ ଓ ସୋନାକ୍ଷୀଙ୍କ ଯୋଡ଼ି ବେଶ୍ ଭଲ ଲାଗୁଛିୟ ଏମାନଙ୍କ ଅନ୍ସ୍କ୍ରିନ୍ କେମେଷ୍ଟ୍ରୀ ଏକଦମ୍ ଜବରଦସ୍ତ ରହିଛି । ଏପରିକି ଫ୍ୟାନ୍ମାନେ ଏମାନଙ୍କ ନାଁରେ ଅନେକ ସୋଶାଲ୍ ମିଡିଅ । ପେଜ୍ ମଧ୍ୟ ଚଲାଉଛନ୍ତି । ହେଲେ ଏବେ ଏହି ଶୋ’ ବନ୍ଦ ହୋଇଯିବ ବୋଲି ଖବର ମିଳିଛି । ସୂଚନା ଅନୁଯାୟୀ, ଏହି ଶୋ’ ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ବନ୍ଦ ହୋଇଯିବୟ ଶୋ’କୁ ଭଲ ରେଟିଙ୍ଗ୍ସ ମିଳୁଛିୟ ଟିଅ ।ର୍ପି ଲିଷ୍ଟରେ ମଧ୍ୟ ଏହା ଭଲ ସ୍ଥାନ ହାସଲ କରିଛି । ତଥାପି ନର୍ମାତା ଏହାକୁ ଅଫ୍ଏୟାର୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । କୁହାଯାଉଛି, ଅ ।ଗକୁ ଚ୍ୟାନେଲ୍ କିଛି ନୂଅ । ଶୋ’ ଲଞ୍ଚ କରିବାକୁ ଯାଉଛି । ତେଣୁ ସ୍ଲଟ୍ର ଅଭାବ ଯୋଗୁ ଏହି ଶୋ’କୁ ବନ୍ଦ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଏହି ନୂଅ । ସିରିଏଲ୍ ଗୁଡ଼ିକ ମଧ୍ୟରେ “ଦାଦି ଅମ୍ମା ଦାଦି ଅ ।ମ୍ମା ମାନଯାଓ’, “ଦିଲ୍ ଜେସେ ଧଡ଼କେ ଧଡ଼କନେ ଦୋ’ ପରି ସିରିଏଲ୍ ରହିଛି ।
ସୂଚନାଯୋଗ୍ୟ, “କହାଁ ହମ୍ କହାଁ ତୁମ୍’ ଜଣେ ଟେଲି ଅଭିନେତ୍ରୀ ଓ ଜଣେ ହାର୍ଟ ସର୍ଜନଙ୍କ ପ୍ରେମ କାହାଣୀକୁ ନେଇ ଗତିଶୀଳ ହୋଇଛିୟ ଏଥିରେ “ବିଗ୍ ବସ୍ ୧୨’ର ବିଜେତା ଦୀପିକା କକ୍କଡ଼ ଓ କରଣ ଭି ଗ୍ରୋଭର୍ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ସିରିଏଲ୍ଟି ଗତ ବର୍ଷ ଜୁନ୍ ମାସରେ ଅ ।ରମ୍ଭ ହୋଇଥିଲା । ଅ ।ରମ୍ଭରୁ ହିଁ ଶୋ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିଲାୟ ତେଣୁ ଏହିଭଳି ହଠାô ଶୋ’ ବନ୍ଦ ହୋଇଗଲେ ଦର୍ଶକ ନିଶ୍ଚୟ ନିରାଶ ହେବେ ।
previous post
next post