Uncategorized

ଆଗାମୀ ଫିଲ୍ମର ଘୋଷଣା କଲେ ପ୍ରଭାସ

(ମହାଭାରତ): ସାହୋ ପରେ ଆଗାମୀ ଫିଲ୍ମର ଘୋଷଣା କଲେ ପ୍ରଭାସ । ଫିଲ୍ମର ନିର୍ଦ୍ଦେଶନା ଦେବେ ନାଗ ଅଶ୍ୱନୀ । ବୈଜୟନ୍ତୀ ଏଣ୍ଟରଟେନମେଣ୍ଟ ବ୍ୟାନର ତଳେ ଫିଲ୍ମ ନିର୍ମାଣ ହେବ । ଏ ପର୍ଯ୍ୟନ୍ତ ଫିଲ୍ମର ନାଁ ଘୋଷଣା ହୋଇନି । ସେହିପରି ଭଲ କଲେକ୍ସନ କରୁଛି ଆୟୁଷ୍ମାନଙ୍କ ଫିଲ୍ମ ଶୁଭ ମଙ୍ଗଳ ଜ୍ୟାଦା ସାବଧାନ । ଫିଲ୍ମ ଏବେ ଯାଏ ୩୯କୋଟିରୁ ଅଧିକ କଲେକ୍ସନ କରିଛି । ସମଲିଙ୍ଗୀ ସମ୍ପର୍କକୁ ନେଇ ନିର୍ମିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆୟୁଷ୍ମାନ ଓ ଜିତେନ୍ଦ୍ର କୁମାର ।

Related posts

କମଲନାଥ, ପ୍ରଜାପତିଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

mahabharatanews

ଭାରତରେ ପ୍ରସ୍ତୁତ ହେବ ଆରଟିକେ, ତିନି କମ୍ପାନୀକୁ ଦିଆଯାଇଛି ଦାୟିତ୍ୱ

mahabharatanews

ୟୁକେର ପ୍ରଥମ ମହିଳା ଆତ୍ମଘାତୀ ବୋମା ଷଡଯନ୍ତ୍ରକାରୀ ଶ୍ରୀଲଙ୍କାପରି ଏକ ଆତଙ୍କୀ ଆକ୍ରମଣର ଯୋଜନା କରୁଥିଲେ

mahabharatanews