ଓଡିଶା

ଆଜି ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

(ଭୁବନେଶ୍ୱର) : ୨ଦିନ ପାଇଁ ମୁମ୍ବାଇ ଗସ୍ତରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ଠାରୁ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି। ୨୩ ତାରିଖ ଅପରାହ୍ନରେ ଅର୍ଥାତ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

ସୂଚନାନୁଯାୟୀ , ସନ୍ଧ୍ୟାରେ ମୁମ୍ବାଇରେ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପୁସ୍ତକ ‘ହାର୍ଟବିଟ୍‌ସ୍‌’ର ଉନ୍ମୋଚନ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଡାକ୍ତର ପଣ୍ଡାଙ୍କ ଦ୍ବାରା ପ୍ରତିଷ୍ଠିତ ‘ଏସିଆନ୍ ୱାଇଲ୍‌ଡ୍‌ ଲାଇଫ୍‌ ଟ୍ରଷ୍ଟ’ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

Related posts

ପଦ୍ମପୁର ଉପନିର୍ବାଚନ କମିଲା ମତଦାନ ସମୟ

mahabharatanews

ପିଇବା ପାଣି ପାଇଁ ରେଳ ଧାରଣା ପାରହେବାକୁ ପଡୁଛି

mahabharatanews

ଆଜି ବଲାଙ୍ଗୀରି ଆସୁଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

mahabharatanews