ଓଡିଶା

ଆଜି ରାଜ୍ୟରେ ପହଞ୍ଚିବ ୫ ଶ୍ରମିକ ସ୍ପେଶାଲ ଟ୍ରେନ୍

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଆଜି ରାଜ୍ୟରେ ୫ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ପହଞ୍ଚିବ । ସୁରତରୁ ଗୋଟିଏ ଟ୍ରେନ୍ ବାହାରି ଜଗନ୍ନାଥପୁରରେ ପହଞ୍ଚିବ । ଏଲ୍ଟିଟି ମୁମ୍ବାଇରୁ ଆଉ ଏକ ଟ୍ରେନ୍ ବାହାରି ଜଗନ୍ନାଥପୁରରେ ପହଞ୍ଚିବ । ଗୁଜୁରାଟ ମୋରବୀରୁ ଦୁଇଟି ଟ୍ରେନ୍ ବାହାରି ବାଲେଶ୍ୱରରେ ପହଞ୍ଚିବ । କୋଏମ୍ବାଟୁର ଓ ତାମିଲନାଡୁରୁ ଏକ ଟ୍ରେନ୍ ଆସି ବୁଧବାର ଖୋର୍ଦ୍ଧା ରୋଡ୍ରେ ପହଞ୍ଚିବ ବୋଲି ରେଳବିଭାଗ ପକ୍ଷରୁ କୁହାଯାଇଛି । ଆଜିସୁଦ୍ଧା ମୋଟ ୨୯ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ଓଡ଼ିଶାରେ ଆସି ପହଞ୍ଚିଛି ।

Related posts

୧୬ରୁ ପହିଲି ଭୋଗ ନୀତି, ୧୫ରେ ମକର ବେଶରେ ଦର୍ଶନ ଦେବେ ମହାପ୍ରଭୁ 

mahabharatanews

ଶ୍ରୀମନ୍ଦିରରେ ୫ଘଣ୍ଟା ସାଧାରଣ ଦର୍ଶନ ମନା

mahabharatanews

ଅନୁଗୁଳ ସରକାରୀ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ନେଇ ବୈଠକ

mahabharatanews