ଓଡିଶା

ଆଜି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ଓଡ଼ିଶା ଗସ୍ତ

ପୁରୀ: ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି(ସିଜେଆଇ) ଜଷ୍ଟିସ ଏନ ଭି ରମଣା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ସଂଧ୍ୟା ୭.୫୫ରେ ସେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସଂଧ୍ୟା ୮ଟା ୧୫ରେ ଭୁବନେଶ୍ୱରରୁ ପୁରୀ ଯାଇ ରାତି ୯.୨୦ରେ ସେଠାରେ ମେ ଫେୟାର ହୋଟେଲରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ସକାଳୁ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ କଟକ ବ।।ହାରିଯିବେ । କଟକରେ ଏକାଧିକ କାର୍ଯ୍ୟକ୍ରମରେ ତାଙ୍କର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସିଜେଆଇଙ୍କ ଗସ୍ତକୁ ନେଇ ଭୁବନେଶ୍ୱର, ପୁରୀ ଓ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

 

Related posts

କୋଭିଡ ହେଲପ୍ ଲାଇନକୁ ଫୋନ କଲେ ମିଳୁନି ଉତ୍ତର

mahabharatanews

ହାଇଦ୍ରାବାଦ ଏନକାଉଣ୍ଟର ହିରୋ

mahabharatanews

ଏଣିକି ଶ୍ରୀମନ୍ଦିରରେ ଆଧୁନିକ ପୋଷାକ ମନା 

mahabharatanews