(ମହାଭାରତ): ବର୍ତ୍ତମାନ କରୋନା ଭାଇରସ୍ ଯୋଗୁ ଓଡ଼ିଶାରେ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଛି । କିଛି ପିଲାଙ୍କ ପରୀକ୍ଷା ସରିଯାଇଥିବା ବେଳେ ଅ ।ଉ କିଛି ପିଲାଙ୍କର ଅଳ୍ପ କେତୋଟି ବିଷୟର ପରୀକ୍ଷା ବାକି ରହିଛି । ତେବେ ବର୍ତ୍ତମାନ ଅର୍ନିଦ୍ଦିଷ୍ଟ ସମୟ ପାଇଁ ସ୍କୁଲ ବନ୍ଦ ଥିବାରୁ ଘରେ ଛୋଟ ଛୁଅ ।ଙ୍କ ଦୁଷ୍ଟାମି ବିଯାଇଛି, ଯାହା ମା’ବାପାଙ୍କ ଚିନ୍ତା ବାଇଦେଇଛି । ଅ ।ଉ ଯଦି ଘରେ ଏକା ବୟସର ଦୁଇ ତିନିଟି ଛୁଅ । ଥିବେ ତେବେ ସବୁବେଳେ ମାଡ଼ପିଟ, ଝଗଡ଼ାରେ ହିଁ ଘର ଉଠୁଥିବା ଅ ।ଉ ପଡ଼ୁଥିବା । ଅ ।ପଣଙ୍କ ଘରେ ବି ଯଦି ସମାନ ମାହୋଲ ରହିଛି ତେବେ ଅ ।ମେ ଅ ।ପଣଙ୍କୁ କିଛି ଏମିତି ଉପାୟ କହିବାକୁ ଯାଉଛୁ, ଯାହା ଦ୍ୱାରା ଅ ।ପଣ ଛୁଅ ।ଙ୍କୁ ନିଜ ଅ ।ୟତ୍ତରେ ରଖିପାରିବେ । ଖାଲି ସମୟରେ ପିଲାଙ୍କୁ ବ୍ୟସ୍ତ ରଖିବାର ଏହି ଉପାୟ ଅ ।ପଣଙ୍କୁ ସାହାଯ୍ୟ କରିବା ସହ ପିଲାଙ୍କ ଜ୍ଞାନ ମଧ୍ୟ ବୃଦ୍ଧି କରିବ । ଅ ।ସନ୍ତୁ ଜାଣିବା ଖାଲି ସମୟରେ ପିଲାଙ୍କୁ କେମିତି ବ୍ୟସ୍ତ ରଖିବେ ବର୍ତ୍ତମାନ କରୋନା ଭାଇରସ୍ର ଅ ।କ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଥିବାରୁ ଏହାକୁ ସାମ୍ନା କରିବା ପାଇଁ ପିଲାଙ୍କୁ ଘରେ ରହି ଏକ୍ସରସାଇଜ୍ କରିବା ଶିଖାନ୍ତୁୟ ଘରେ ହିଁ ପିଲାଙ୍କୁ ଯୋଗ, ପ୍ରାଣାୟାମ କରିବା ଶିଖାନ୍ତୁୟ ଏହା ଦ୍ୱାରା ଛୁଅ । ନିଜେ ସୁସ୍ଥ ରହିବା ସହ ଏହା ଏକ ଭଲ ଅଭ୍ୟାସରେ ମଧ୍ୟ ପରିଣତ ହେବ, ଯାହା ଭବିଷ୍ୟତ ପାଇଁ ଖୁବ୍ ଭଲ । ପିଲାଙ୍କୁ ଏବେ ଘରେ ରହି ଲୁଡ଼ୁ, ତାସ୍, ଚେସ୍, କ୍ୟାରମ୍ ଭଳି ଇନ୍ଡୋର୍ ଗେମ୍ ଶିଖାନ୍ତୁ । ଏହା ଦ୍ୱାରା ତାଙ୍କ ଟାଇମ୍ ପାସ୍ ହୋଇଯିବ ।
ଘରେ ଖାଲି ସମୟରେ ପିଲା ଟିଭି କିମ୍ବା ମୋବାଇଲ ଦେଖି ଦେଖି ବିରକ୍ତ ହୋଇଯାଇଥିବେଣି । ଏଣୁ ତାଙ୍କୁ ଟିଭି ସାମ୍ନାରୁ ଉଠାଇବାକୁ କିଛି ଛୋଟ ଛୋଟ ପୌରାଣିକ କାହାଣୀ କୁହନ୍ତୁ । ଯାହା ସେ ମନେ ରଖିପାରିବ । ଏହା ଦ୍ୱାରା ଛୁଅ ।ର ପୁରାଣ ଉପରେ ମଧ୍ୟ ଜ୍ଞାନ ବର୍ତ୍ତମାନ ଛୁଅ ।ଙ୍କ ହାତରେ ୨୪ ଘଣ୍ଟା ସମୟ ଥିବ । ଏହି ସମୟ ହିଁ ତାଙ୍କୁ ଅ ।ମ ସଂସ୍କୃତି ପରମ୍ପରା ବିଷୟରେ କହିବାର ପ୍ରକୃତ ସମୟ । ପିଲାଙ୍କୁ ଅ ।ମ ଓଡ଼ିଅ । ସଂସ୍କୃତି ପରମ୍ପରା ବିଷୟରେ କୁହନ୍ତୁ । ଓଡ଼ିଶାର ପାରମ୍ପରିକ ରୀତି ନୀତି, ପୂଜା ବ୍ରତ ଅ ।ଦି ବିଷୟରେ ଧାରଣା ଦିଅନ୍ତୁ । କେଉଁ ମାସରେ କେଉଁ ପୂଜା ବ୍ରତ ପଡ଼େ ତାହା କୁହନ୍ତୁ । ଫଳରେ ସେ ଅ ।ମ ସଂସ୍କୃତି ପରମ୍ପରାକୁ ଅ ।ଉ ଟିକେ ଭଲ ଭାବେ ଜାଣିପାରିବ ।
ଅ।ଜିକାଲିର ପିଲାମାନେ ମୋବାଇଲ, ଟିଭି, ଟେକ୍ନୋଲୋଜି ଭିତରେ ବୁଡ଼ି ରହୁଥିବାରୁ ବଡ଼ ସାନଙ୍କୁ କିଭଳି ବ୍ୟବହାର କରିବେ ସେ ନେଇ ଜାଣିପାରୁନାହାନ୍ତି । ଏଣୁ ବର୍ତ୍ତମାନ ଛୁଟି ଥିବାରୁ ସେମାନଙ୍କୁ ବଡ଼ମାନଙ୍କୁ କିଭଳି ସମ୍ମାନ ଦେବେ ତାହା ଶିଖାନ୍ତୁୟ ବଡ଼ମାନଙ୍କୁ ପାଦ ଛୁଇଁ ମୁଣ୍ଡିଅ । ମାରିବା, ସାନଙ୍କୁ ସ୍ନେହ କରିବା ଅ ।ଦି ବିଷୟରେ ଛୁଅ ।ଙ୍କୁ ପରାମର୍ଶ ଦିଅନ୍ତୁ । ଟିଭି ଦେଖାରୁ କିଛି ସମୟ ବାହାର କରି ପିଲାଙ୍କୁ ଏକ୍ସଟ୍ରାକାରିକୁଲାର ଅ ।କ୍ଟିଭିଟି ଯଥା: ପେଣ୍ଟିଂ, ଅ ।ର୍ଟ ଅ ।ଦି କରିବା ଶିଖାନ୍ତୁୟ ଏହା ଦ୍ୱାରା ଛୁଅ ।ର କଳା ଦିଗରେ ମନ ଲାଗି ରହିବ । ପିଲାଙ୍କୁ ମୋବାଇଲ ଛାଡ଼ି କମ୍ପ୍ୟୁଟର ଶିଖାନ୍ତୁୟ ଅଧିକ ନ ହେଲେ ବି ଛୋଟ ଛୋଟ କଥା ଶିଖାନ୍ତୁୟ ଫଳରେ କମ୍ପ୍ୟୁଟର ଉପରେ ତାର ସାଧାରଣ ଜ୍ଞାନ ରହିବ । ଏହା ବ୍ୟତୀତ ଛୁଅ ।ଙ୍କୁ ରୋଷେଇ ବିଷୟରେ ମଧ୍ୟ କୁହନ୍ତୁା ବଡ଼ କାମ ନ ହେଲେ ବି ଛୁଅ ।ଙ୍କୁ ପାଣି ଗରମ କରିବା, ନୁଡଲ୍ସ ତିଅ ।ରି କରିବା, ଅଣ୍ଡା ସିଝାଇବା ଅ ।ଦି ଛୋଟ ଛୋଟ କଥା ଶିଖାନ୍ତୁ । ଏହା ଦ୍ୱାରା ଛୁଅ ।ଙ୍କର ରୋଷେଇ ଉପରେ ଅ।ଗ୍ରହ ଅ।ସିବ ।
ଶେଷରେ ବର୍ତ୍ତମାନ କରୋନା ପରିସ୍ଥିତିରେ ନିଜର କେମିତି ଯତ୍ନ ନେବେ ତାହା ବୁଝାନ୍ତୁ । ଖେଳିବା ପରେ ହାତ ଧୁଅନ୍ତୁ, ଖାଇବା ପୂର୍ବରୁ ଓ ପରେ ପରିଷ୍କାର କରି ସାବୁନରେ ହାତ ଧୋଇବା ଶିଖାନ୍ତୁ । କୌଣସି ଅଜଣା ଜିନିଷକୁ ଛୁଇଁବାକୁ ମନା କରନ୍ତୁ । କାଶିବା କିମ୍ବା ଛିଙ୍କିବା ବେଳେ ମୁହଁରେ ହାତ ଦେଇ ଛିଙ୍କିବା ଅ ।ଦି ଶିଖାନ୍ତୁ ।