ଓଡିଶା

କରୋନା ପଥେ ଜଗତ୍ସିଂହପୁର: ଏକା ଥରକେ ୪ ଚିହ୍ନଟ

ଭୁବନେଶ୍ୱର : ଆଉ୫ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ ଜଗତସିଂହ ପୁର ଜିଲ୍ଲାର ହୋଇଥିବା ବେଳେ କେନ୍ଦ୍ରାପଡାର ଜଣେ ରହିଛନ୍ତି । ଏହା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି । ଏହା ପୂର୍ବରୁ ଆଜି ୪ଟି ପଜିଟିଭ ମାମଲା ଚିହ୍ନଟ ହୋଇଥିଲା । ସେସବୁ ମଧ୍ୟରୁ ଗଞ୍ଜାମରୁ ଗୋଟିଏ, ଯାଜପୁରର ଦୁଇଟି ଓ ବାଲେଶ୍ୱରର ଗୋଟିଏ କେଶ ଥିଲା । ରାଜ୍ୟରେ ୨ ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୨୨ ଜଣଙ୍କ ଚିକିତ୍ସା ଚାଲିଛି ।

Related posts

ଶୈବପୀଠ ମହାବିନାୟକରେ ପାଣି ଢ଼ାଳି ଫେରୁଥିବା ବେଳେ ଅଘଟଣ

mahabharatanews

ଟ୍ରକ୍ ଓଲଟି ୨ ଗୁରୁତର

mahabharatanews

ବର୍ଷାରେ ଭିଜୁଛି ରାଜ୍ୟ, ୪ ଦିନ ବର୍ଷାରୁ ନାହିଁ ନିସ୍ତାର

mahabharatanews