ଓଡିଶା

କରୋନା ପଥେ ଜଗତ୍ସିଂହପୁର: ଏକା ଥରକେ ୪ ଚିହ୍ନଟ

ଭୁବନେଶ୍ୱର : ଆଉ୫ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ ଜଗତସିଂହ ପୁର ଜିଲ୍ଲାର ହୋଇଥିବା ବେଳେ କେନ୍ଦ୍ରାପଡାର ଜଣେ ରହିଛନ୍ତି । ଏହା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଞ୍ଚିଛି । ଏହା ପୂର୍ବରୁ ଆଜି ୪ଟି ପଜିଟିଭ ମାମଲା ଚିହ୍ନଟ ହୋଇଥିଲା । ସେସବୁ ମଧ୍ୟରୁ ଗଞ୍ଜାମରୁ ଗୋଟିଏ, ଯାଜପୁରର ଦୁଇଟି ଓ ବାଲେଶ୍ୱରର ଗୋଟିଏ କେଶ ଥିଲା । ରାଜ୍ୟରେ ୨ ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୨୨ ଜଣଙ୍କ ଚିକିତ୍ସା ଚାଲିଛି ।

Related posts

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନଙ୍କୁ ରାଜ୍ୟବାସୀ ପାଳନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ।

mahabharatanews

ଧରାପୃଷ୍ଠରେ ଅବତରଣ କରିଛନ୍ତି ମା’,ଆଜି ଚକ୍ଷୁ ଦାନ

mahabharatanews

ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦଯାପିତ

mahabharatanews