ଓଡିଶା

ଚୋରା ମଦ ଧରିବାରେ ସଫଳ ହୋଇଛି ହିଂଜିଳି ପୋଲିସ

(ରଜନିକାନ୍ତ ପାତ୍ର, ହିଞ୍ଜିଳି): ଗତକାଲି ସଖାଳେ କୋରନା ର ଲକଡାଉନ କଡ଼ା କଡ଼ି କରିବା ପାଇଁ ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କଂ ନେତୃତ୍ୱରେ ଏକ ପୋଲିସ ଟିମ ହିଂଜିଳି ସହରକୁ ଅମାନିଆ ଗାଡି ଚାଳକ କୁ ଅଟକାଇ ଯାଞ୍ଚ କରା ଯାଇଥିଲା କ୍ଷ ସେଇ ସମୟ ରେ ଗୋଟିଏ ଯାତ୍ରିବାହି ଅଟୋ ନଂ (ଙଊ୦୭ଢ୩୦୫୫) ଯୋଗେ ଦେଶୀ ମଦ ଚାଲାଣ କରାଯାଉଥିବା ସମୟରେ ଖଣ୍ଡରା ଛକ ନିକଟରୁ ୧୦୦୦ପକେଟ ଦେଶୀ ମଦ ଜବତ ସହ ଅଟୋ ଓ ଅଟୋଚାଳକ କୁ ଗିରଫ କରିଛି ପୋଲିସ କ୍ଷ ଏନେଇ ହିଂଜିଳି ଥାନାରେ କେଶ ନଂ ୧୪୪/୨୦ ଏକ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି କ୍ଷ

Related posts

ଛାତ୍ର ବିଜେଡ଼ି ପକ୍ଷରୁ ଏକ ସପ୍ତାହବ୍ୟାପୀ “ଜୀବନବିନ୍ଦୁ” କାର୍ଯ୍ୟକ୍ରମ ଶୁଭାରମ୍ଭ

mahabharatanews

କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା

mahabharatanews

ପ୍ରକାଶ ପାଇଲା ଯୁକ୍ତ ତିନି ନାମ ଲେଖା

mahabharatanews