Uncategorized

ଜାମ୍ମୁ, ହିମାଚଳ ସୀମାନ୍ତର ଭୂକମ୍ପ

ଶ୍ରୀନଗର: ଆଜି ଅପରାହ୍ନରେ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶ ସୀମାନ୍ତରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ମପା ଯାଇଛି । ଆଜି ଅପରାହ୍ନ ୨.୩୨ରେ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶ ସୀମାରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଉତ୍ତରରେ ୩୩ ଡିଗ୍ରୀ ଅକ୍ଷାଂଶ ଓ ୭୬.୧ ଡିଗ୍ରୀ ପୂର୍ବ ଦ୍ରଘିମାର ୫ ମିଟର ଗଭୀରତାରେ ଭୂମିକମ୍ପ ଘନିଭୂତ ହୋଇଛି । ତେବେ ଏହି ଭୂକମ୍ପରେ କାହାରି କିଛି କ୍ଷୟ କ୍ଷତି ହୋଇଥିବା ଜଣାପଡିନାହିଁ ।

Related posts

ଗମ୍ଭୀରଙ୍କ ଫାଉଣ୍ଡେସନ ବିରୋଧରେ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ମନା

mahabharatanews

ଆପଣଙ୍କ ବସିବା ଅଭ୍ୟାସ ଶରୀରକୁ ପହଞ୍ଚାଇଥାଏ ହାନି

mahabharatanews

ଆସୁଛି ଆଉ ଏକ ବାତ୍ୟା ‘ଫେଲିସିଆ’

mahabharatanews