Uncategorized

ଜାମ୍ମୁ, ହିମାଚଳ ସୀମାନ୍ତର ଭୂକମ୍ପ

ଶ୍ରୀନଗର: ଆଜି ଅପରାହ୍ନରେ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶ ସୀମାନ୍ତରେ ଏକ ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ମପା ଯାଇଛି । ଆଜି ଅପରାହ୍ନ ୨.୩୨ରେ ଜାମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶ ସୀମାରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଉତ୍ତରରେ ୩୩ ଡିଗ୍ରୀ ଅକ୍ଷାଂଶ ଓ ୭୬.୧ ଡିଗ୍ରୀ ପୂର୍ବ ଦ୍ରଘିମାର ୫ ମିଟର ଗଭୀରତାରେ ଭୂମିକମ୍ପ ଘନିଭୂତ ହୋଇଛି । ତେବେ ଏହି ଭୂକମ୍ପରେ କାହାରି କିଛି କ୍ଷୟ କ୍ଷତି ହୋଇଥିବା ଜଣାପଡିନାହିଁ ।

Related posts

ମିଆଁମାର ରତ୍ନପଥର ଖଣିରେ ଭୂସ୍ଖଳନ ଘଟି ୫୦ ମୃତ

mahabharatanews

ସୁକୁମା ଜିଲ୍ଲାରେ ନକ୍ସଲ ତାଣ୍ଡବ

mahabharatanews

କରୋନାରେ ବିହାର ମୁଖ୍ୟମନ୍ତ୍ରୀଙ୍କ ଝିଆରୀ ପୀଡିତ

mahabharatanews