Uncategorized

ଜେଏସି ପକ୍ଷରୁ ବନ୍ଦ ପାଳନ

ଅମରାବତୀ: ରାଜ୍ୟରେ ତିନି ରାଜଧାନୀକୁ ବିରୋଧକରି ହୋଇଥିବା ଚାଷୀ ଆନ୍ଦୋଳନରେ ପୁଲିସର ଲାଠି ଚାର୍ଜକୁ ବିରୋଧକରି ଅମରାବତୀ ଜଏଣ୍ଟ ଆକସନ କମିଟି (ଜେଏସି) ମଙ୍ଗଳବାର ବନ୍ଦ ଡାକରା ଦିଆଯାଇଛି । ରାଜଧାନୀ ଅନ୍ତର୍ଗତ ସମସ୍ତ ୨୦ଟି ଗ୍ରାମରରେ ଏହି ବନ୍ଦ ପାଳିତ ହୋଇଛି । ସେହିସବୁ ସ୍ଥାନରେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ସ୍ୱେଚ୍ଛାକୃତ ଭାବେ ବନ୍ଦ ରହିଥିଲା । ବନ୍ଦକୁ ତଥା ବିଧାନସଭାର ଦ୍ୱିତୀୟ ଦିନକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି ।ୟ
ଆନ୍ଧ୍ରପ୍ରଦେଶରେ ତିନୋଟି ରାଜଧାନୀ ଗଠନକୁ ବିରୋଧ କରି ରାଜ୍ୟବ୍ୟାପୀ ଚ।।ଷୀ ଆନ୍ଦୋଳନ ୩୫ ଦିନରେ ପହଞ୍ôଚଛି । ମନ୍ଦଦମ ଓ ତୁଲୁରୁ ଗ୍ରାମଗୁଡିକରେ ଧାରଣା ଚାଲିଥିବା ବେଳେ ଭେଲାଗପୁଡିରେ ଆମରଣ ଅନଶନ ଚାଲିଛି । ସୋମବାର ଦିନ ତେଲଗୁଦେଶମ ପାର୍ଟି ପ୍ରମୁଖ ଏ ଚନ୍ଦ୍ରବାବୁ ନାଇଡୁଙ୍କୁ ବିଧାନସଭା ସମ୍ମୁଖରେ ୨୦୨୦ର ସମସ୍ତ ଅଞ୍ଚଳର ବିଲକୁ ନେଇ ବିରୋଧ ପାଇଁ ଅଟକ ରଖାଯାଇଥିଲା । ପରେ ତାଙ୍କୁ ମଙ୍ଗଳଗିରି ସହରରେ ଛାଡି ଦିଆଯାଇଥିଲା ।

Related posts

କରୋନା ଭାଇରସରୁ ରକ୍ଷା ପାଇଁ ହ୍ୟାଣ୍ଡ ସାନିଟାଇଜର କେତେ ପ୍ରଭାବୀ ? ଜାଣନ୍ତୁ କ’ଣ କହୁଛନ୍ତି ଡାକ୍ତର

mahabharatanews

ଲୋକସଭାରେ ଫାରୁଖ ଅବଦୁଲ୍ଲାଙ୍କ ମୁକ୍ତି ଦାବିରେ କଂଗ୍ରେସର ଗୃହତ୍ୟାଗ

mahabharatanews

ସଂକ୍ରମିତ ବିଚାରପତିଙ୍କ କ୍ୱାରେଣ୍ଟାଇନ ପାଇଁ ନୂଆ ବ୍ୟବସ୍ଥା

mahabharatanews