ଭାରତ

‘ଜୱାନ’ରିଲିଜ ପୂର୍ବରୁ ତିରୁପତିଙ୍କୁ ଦର୍ଶନ କଲେ କିଙ୍ଗଖାନ

(ମୁମ୍ବାଇ) :  କିଙ୍ଗ ଖାନ ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତଙ୍କର ଆଗାମୀ ଚଳଚ୍ଚିତ୍ର ‘ଜୱାନ’ ମୁକ୍ତିଲାଭ କରିବାକୁ ଯାଉଛି । ଶାହରୁଖଙ୍କ ଏହି ଫିଲ୍ମ ସେପ୍ଟେମ୍ବର ୭ ତାରିଖରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ରିଲିଜ ହେବା ପୂର୍ବରୁ ଶାହରୁଖ ଖାନ ଝିଅ ସୁହାନା ଖାନ ଏବଂ ନୟନତାରାଙ୍କ ସହ ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ।

ସୂଚନାନୁଯାୟୀ , ଶାହରୁଖ କିଛିଦିନ ତଳେ ମା ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାକୁ ଜାମ୍ମୁକାଶ୍ମୀର ଯାଇଥିଲେ। ସେଠାରେ ସେ ମା ଙ୍କ ମନ୍ଦିରକୁ ଯାଇ ଫିଲ୍ମର ସଫଳତା ନେଇ ପୂଜାର୍ଚ୍ଚନା କରିଥିଲେ । ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ଭିଡିଓ ବହୁତ ଭାଇରାଲ ହୋଇଥିଲା।

 

Related posts

ବିଜୁଳି ବିଲ୍‌ ଆସିଲା ୪ କୋଟି, ମେସେଜ୍‌ ଦେଖି ଘର ମାଲିକ ମୂର୍ଚ୍ଛା

mahabharatanews

ଆଦିତ୍ୟ-ଏଲ୍‌୧; ସରିଲା ଟ୍ରାଏଲ  

mahabharatanews

ବଜେଟ୍‌କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

mahabharatanews