ଓଡିଶା

ତଥ୍ୟ ଲୁଚାଇବା ଅଭିଯୋଗ: ସ୍ୱାସ୍ଥ୍ୟ ସଚିବକୁ ବାହାର କଲେ ମମତା

କୋଲକାତା: କରୋନା ତଥ୍ୟକୁ ପଶ୍ଚିମବଙ୍ଗ ସରକାର ଲୁଚାଉଥିବାନେଇ ହେଉଥିବା ଅଭିଯୋଗ ମଧ୍ୟରେ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ବିବେକ କୁମାରଙ୍କୁ ତାଙ୍କ ପଦରୁ ବାହାର କରି ଦିଆଯାଇଛି । ନାରାୟଣ ସ୍ୱରୂପ ନିଗମଙ୍କୁ ନୂଆ ସ୍ୱାସ୍ଥ୍ୟ ସଚିବ ଭାବେ ନିଯୁକ୍ତ କରାଯାଇଛି । ତଥ୍ୟ ଲୁଚାଇବା ଅଭିଯୋଗରେ ଏପରି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ପୂର୍ବରୁ ଭାରତ ସରକାରଙ୍କ ସ୍ୱତନ୍ତ୍ର ସଚିବ ଅପୂର୍ବ ଚନ୍ଦ୍ର ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ଚିଠି ଲେଖି ଜଣାଇଥିଲେ ଯେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ବାବଦରେ ଦିଆଯାଇଥିବା ତଥ୍ୟ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି।

Related posts

ଉଦ୍ଧାର ହେଲା ୩ ବିରାଟକାୟ ମାଛ

mahabharatanews

ଶ୍ରାବଣ ମାସରେ ବି ରାଜ୍ୟରେ ୧୧ଟି ସହରରେ ୩୫ ଡିଗ୍ରୀରୁ ଅଧିକ ତାପାମତ୍ରା

mahabharatanews

କାଉରିଆଙ୍କ ପାଇଁ ଖୁସି ଖବର, ଆଜି ଖୋଲିବ ଧବଳେଶ୍ୱର ସ୍ଥାୟୀ ପୋଲ

mahabharatanews