ଓଡିଶା

ତିନୋଟି ଗ୍ରାମକୁ ସାନିଟାଇଜେସନ କଲା ମୋଇତ୍ରୀ କମ୍ପାନୀ

(ସୁନ୍ଦର କୁମାର ପାଣି/କୋରାପୁଟ) : ଲାଷ୍ମୀପୁର ବ୍ଲକ ରେ ମୋଇତ୍ରୀ ଇଂଫ୍ରା ଷ୍ଟ୍ରୋକଚର ଲିମିଟେଡ଼ କମ୍ପାନୀ ଦ୍ୱାରା ତିନୋଟି ଗାଁକୁ ସାନିଟାଇଜେସନ କରାଯାଇଛି । ଡୋଳିଆମ୍ବ , ଟିମାଝୋଲା, ଟିଟିଝୋଲା , ତିନୋଟି ଗ୍ରାମରେ ଔଷଧୀୟ ପଦାର୍ଥ ଛିଞ୍ଚନ କରି ବିଶୋଧନ ସହ ମାସ୍କ, ହାତଧୁଆ ତରଳ ଔଷଧୀୟ ପ୍ରଦାନ କରାଯାଇଛି। ବିଗତ ଦିନରେ ଲାଷ୍ମୀପୁର ବ୍ଲକ ସଦର ରେ ଔଷଧୀୟ ପଦାର୍ଥ ଛିଞ୍ଚନ କରାଯାଇ ବହୁ ମାତ୍ର ରେ ହାତ ଧୁଆ ସାବୁନ, ମାସ୍କ ବଣ୍ଟନ କରାଯାଇଥିଲା । ଆସନ୍ତା ଦିନ ମାନଙ୍କରେ ବ୍ଲକ ରେ ପର୍ୟ୍ୟାୟକ୍ରମେ ଛିଞ୍ଚନ କରାଯିବ ବୋଲି ପି ଆର ଓ , ପୃଷ୍ଟି ଦୁରିଆ ସୂଚନା ଦେଇଛନ୍ତି।

Related posts

ବାଇକ୍ ଦୁର୍ଘଟଣାରେ ୨ ମୃତ

mahabharatanews

ଡିଜିଟାଲରେ ସୁଧାର ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

mahabharatanews

ଜନତା କର୍ଫ୍ୟୁ: ୩ ହଜାର ୭ଶହ ଟ୍ରେନ ବାତିଲ

mahabharatanews