ଓଡିଶା

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତାର ହାତ ବଢାଇଲେ ଶିକ୍ଷକ ଶିକ୍ଷୟତ୍ରୀ

(ଓମପ୍ରକାଶ ମିଶ/ସୋନପୁର): କରୋନା ମୁକାବିଲା ପାଇଁ ସୋନପୁର ବ୍ଲକ ଶିକ୍ଷା ବିଭାଗ ତରଫରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଚାରିଲକ୍ଷ ପଚାଶ ହଜାର ପାଞ୍ଚ ଶହ ସତୁରି ଟଙ୍କା ଓ ମହାରାଜା ଉଚ୍ଚ ବିଦ୍ୟାଳୟ ତରଫରୁ କୋଡିଏ ହଜାର ସାତଶହ କୋଡିଏ ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ମହାରାଜା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘନଶ୍ୟାମ ମେହେର ‘ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ପଣ୍ଡାଙ୍କ ସହ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ଭୋଇ, ପଦ୍ମନାଭ କର୍ଣ୍ଣ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଜଳଲାଗି ପୂର୍ବରୁ ମହାନଦୀରେ ଭାସିଗଲେ କାଉଡ଼ିଆ

mahabharatanews

ରାଜ୍ୟପାଳଙ୍କୁ ବିଧାନସଭା ମନା

mahabharatanews

ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ

mahabharatanews