ଓଡିଶା

ତୃତୀୟ ଲହରକୁ ଦୃଷ୍ଟିରେ ରଖି ସର୍ଭିଲାନ୍ସ ଜାରି ରଖିଛୁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ବିଶେଷଜ୍ଞଙ୍କ ଅନୁଯାୟୀ ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ । ତେବେ ଏବେ ମଧ୍ୟ ସଂକ୍ରମିତ ହେଉଛନ୍ତି ଓ ମୃତ୍ୟୁ ହେଉଛି । ହେଲେ ୯୦ ପ୍ରତିଶତ ଗୃହ ଏକାନ୍ତବାସରେ ଭଲ ହେଉଛନ୍ତି । ଶିଶୁଙ୍କ ସଂକ୍ରମଣକୁ ନେଇ ବ୍ୟସ୍ତ ବିବ୍ରତ ହେବା ଦରକାର ନାହିଁ । ପ୍ରଥମ ଏବଂ ଦ୍ଵିତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିଲେ । ଶିଶୁ ସଂକ୍ରମଣକୁ ଦୃଷ୍ଟି ରଖି ସ୍ୱତନ୍ତ୍ର ବେଡ ଓ ସେଣ୍ଟର ଅଫ ଏକ୍ସିଲେନ୍ସ ତିଆରି କରାଯାଉଛି । ଶିଶୁ ସଂକ୍ରମଣ ଏଡାଇବାକୁ ସର୍ଭିଲାନ୍ସ ସହ ଚିକିତ୍ସା ବ୍ୟବସ୍ଥା କରିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଜାତୀୟ ସ୍ତରରେ ଯେତିକି ସଂକ୍ରମଣ ବଢୁଛି ସେଥିରେ ଅଧିକ ରହୁଛି କେରଳରେ । ଆମେ ତାକୁ ତୃତୀୟ ଲହର ମଧ୍ୟ କହିପାରିବା । ଓନମ ଯୋଗୁଁ କେରଳରେ ସଂକ୍ରମଣ ବୃଦ୍ଧି ହେଲା । ଆମେ ସେଠାରୁ କିଛି ଶିଖିବା । ଆମ ରାଜ୍ୟରେ ଯେଭଳି ଆମେ ସର୍ଭିଲାନ୍ସ ଜାରି ରଖିଛୁ, ମନିଟରିଂ କରୁଛୁ ।

 

Related posts

ଆଧାର କାର୍ଡ ଦେଖାଇଲେ ମିଳିବ ନୂଆ ଏଲପିଜି ସଂଯୋଗ

mahabharatanews

ସୁନା ବେଶରେ ଅଳଙ୍କାର ପିନ୍ଧି ଦର୍ଶନ ଦେବେ ଶ୍ରୀଜିଉ

mahabharatanews

୬ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ 

mahabharatanews